ସ୍ଵପ୍ନ ତ ଅସୁମାରି ମନରେ ଖେଳିବୁଲେ ହୃଦୟ ମଧ୍ୟରେ କେଜାଣି ସେ ସ୍ବପ୍ନ ସତ ହେବ କି ଜୀବନରେ ।
ତୁମ ଶ୍ରୀ ଚରଣେ ମନ ରଖିଥାଏ କେଡେ ମନୋଲୋଭା ତୁମେ । ଚଞ୍ଚଳା ମନାକୁ ଆୟତ କରିଛ କଳା ଗୁଣି ବୋଲା ଯାଏ ।
ସେ କେବେ କୁହେନି ମୁଁ ଅବହେଳିତ ପୁରୁଷତ୍ଵ ଯିବ ଚାଲି ତାହାରି ଫାଇଦା ଉଠାଇ ଏ ନାରୀ ଉଦ୍ଧତାମି ଆଜି ଯାଉଛି ବଢ଼ି
ହଁ ତୁମେ ତୁମ କର୍ତ୍ତବ୍ୟ କରୁଛ ସତରେ କ'ଣ ଏତେ ବ୍ୟସ୍ତ ମୋ କଥା ଭୁଲି ଯାଉଛ।
ବିଶାଳ ଜନସମାଗମ ରେ ଥିବା ଲୋକ କୁ ଆପଣେଇ ନେଲା । ଶେଷରେ ସେ ହିଁ ତାକୁ ଧୋକେବାଜ୍ କହି ଦୂରେଇ ଗଲା ।
ଅବହେଳା ହୋଇଯିବ କାମ ସରିଗଲେ ଯେମିତି ହୁଅନ୍ତି ଆଜି ବୃଦ୍ଧାଶ୍ରମେ ହାଏ ।
ଆପଣଙ୍କ ମତାମତ