ବାପା ଙ୍କ ପେପର ମା ମେଡିସିନି ମାସକୁ ଗଲାଣି ହଜାରେ ପୁଅ ଟିଉସନ ଝିଅ ଖାତା ବହି କଥା ଟା କୁ କିଏ ପଚାରେ
ପ୍ରତେକ ପୁରୁଷ କାନ୍ଦିବାକୁ ଜନ୍ମ ସମୟ ଯେ ମୁକ ସାକ୍ଷୀ ନିଜ ଠୁ ନିଜର ଯାହାକୁ ଭାବିଛୁ ଉଡିଯିବ ସେଇ ପକ୍ଷୀ
ପ୍ରେମ କରିବାକୁ ସାହସ ଯେ ନାହିଁ ଯୁଦ୍ଧ କରିବାକୁ ବଳ ଭଲ ପାଇବାରେ ପ୍ରେମ ଆଉନାହିଁ ପ୍ରେମ ମହାକାଳ ଫଳ............।।।।।
ନିଦ ଭାଙ୍ଗି ଗଲା ପରେ ମୁଁ ଜାଣିଲି ସପନ ମୁଁ ଦେଖୁଥିଲି ସପନ ମୁଁ ଦେଖୁ ଥିଲି.....!!
ଆପଣଙ୍କ ମତାମତ