ଜଗତର ନାଥ ଜୟ ଜଗନ୍ନାଥ ସର୍ବେ ତୁମେ ପୂଜନୀୟ, ହିନ୍ଦୁ ମୁସଲିମ ଶିଖ ପାର୍ସୀ ବୌଦ୍ଧ ସର୍ବଧର୍ମ ସମନ୍ୱୟ।୭।
ଓଡ଼ିଆ ଭାଷାକୁ ହୀନ ମନେ କରି ନ ମଣ ତାହାକୁ ହେୟ, ଓଡ଼ିଆ ଭାଷାର ପ୍ରାଚୀନତା ଜାଣ କାହାକୁ ବା ତୁମ ଭୟ
ଆପଣଙ୍କ ମତାମତ