ସେ ଆମକୁ ଅନେକ ଉପହାର ଆଣିଦେଉଥିଲେ, ପ୍ରାୟ ଅତର ଓ ଖଜୁରି କେବେ କେବେ ସାବୁନ ଓ ପିସ୍ତାବାଦାମ, କିନ୍ତୁ ଯେବେଠାରୁ ଭାପ୍ପା ଅସୁସ୍ଥ ହୋଇ ବହୁତ କ୍ଷୀଣକାୟ ହୋଇପଡ଼ିଲେଣି,...
ଭାପ୍ପାଙ୍କ ପଦପାତ ମୋଠାରୁ ଏତେ ଦ୍ରୁତ ଥିଲା ଯେ ମୁଁ ଦୌଡ଼ିବାକୁ ବାଧ୍ୟ ହେଲି । ୧୩୮ ପାଦ ବଦଳରେ ୬୯ ପାଦରେ ଆମେ ଗାଧୁଆଘରେ ପହଞ୍ଚି ଯାଇଥିଲୁ ।
ଆପଣଙ୍କ ମତାମତ