ଗଙ୍ଗ ଶିଉଳି ଅତ୍ୟନ୍ତ ଉପକାରୀ ଗଛଟିଏ, ଏହି ଗଛ ଯାହାର ବାଡ଼ି ବଗିଚାରେ ଥାଏ ସେମାନଙ୍କୁ ଛୋଟ ଛୋଟ ରୋଗ ପାଇଁ ଡାକ୍ତରଖାନାକୁ ଯିବାକୁ ପଡ଼ି ନଥାଏ । ବାସ୍ତବରେ...
ସବୁ ନ ହେଲେ ବି ଅଧିକାଂଶ ଆତ୍ମହତ୍ୟାର ପ୍ରତିରୋଧ ସମ୍ଭବ । ଏହା ଏକ ପ୍ରକ୍ରିୟା, କୋଣସି କାରଣରୁ ଆରମ୍ଭ ହୋଇ ଧୀରେ ଧୀରେ - “ମୃତ୍ୟୁ ବିଷୟରେ ଚିନ୍ତା,...
କୋଭିଡ-୧୯ ସମୟରେ ଯଥା ସମ୍ଭବ ସତର୍କ ରହି, ନିଜ ସ୍ୱାସ୍ଥ୍ୟକୁ ଜଗି, ନିଜ ସାମାଜିକ ବ୍ୟବହାରରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଆଣି, ଆପଣ ଏ ମହାମାରୀରେ ସୁରକ୍ଷିତ ରହି ପାରିବେ...
ଅନ୍ୟର ଅସୁବିଧା କଥା ଶୁଣିଲେ ଲୋକେ ସାଧାରଣତଃ ସାହାଯ୍ୟ କରିବାକୁ ଉପାୟ ବତାନ୍ତି; ଓ ଏମିତି ଯିଏ ଯାହା କହିଲା ସେ ଉପାୟ ବି ଲୋକେ କରନ୍ତି ।
ଭାରତବର୍ଷରେ ଏହାର ବହୁଳ ବ୍ୟବହାର କାରଣରୁ ଲବଙ୍ଗକୁ ବିଦେଶରୁ ମଧ୍ୟ ମଗାଯାଇଥାଏ । ପ୍ରାୟତଃ ଲବଙ୍ଗ ଗଛରେ ୯ ବର୍ଷ ପରେ ଫୁଲ ଧରିଥାଏ । ଏହି ଫୁଲକୁ ଶୁଖାଇ...
ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜାରିରୀ । ମାତ୍ର ସମଗ୍ର ବିଶ୍ୱରେ ବର୍ତ୍ତମାନ ହୃଦରୋଗ ଜନିତ ମୃତ୍ୟୁହାର ବଢି ଚାଲିଛି ।
ଅସହ୍ୟ ହୋଇଯାଇଥିବା ସମ୍ପର୍କରେ ଜୀବନ ଜଳିପୋଡ଼ି ପାଉଁଶ ହୋଇଯିବା ପୂର୍ବରୁ ସେମାନଙ୍କୁ ସମାଜ ଏକ ମାର୍ଜିତ ଓ ଗ୍ରହଣୀୟ ପଦ୍ଧତିରେ ସାହାଯ୍ୟ କରିବା ଉଚିତ ।
ଖଜୁରୀକୁ ଶିଳରେ ବାଟି ଛୋଟପିଲାଙ୍କୁ ଚଟାଇବା ଦ୍ୱାରା ପିଲାମାନଙ୍କର ଦାନ୍ତ ମଜଭୁତ୍ ହେବା ସହ ଦାନ୍ତଗୁଡ଼ିକ ସହଜରେ ଉଠିଯାଇଥାଏ, କାରଣ ଖଜୁରୀରେ ପ୍ରଚୁର ପରିମାଣରେ କ୍ୟାଲ୍ସିୟମ୍ ରହିଅଛି ।
"ତୁଳସୀ"ର ନାମ ଉଚ୍ଚାରଣ କଲେ ସ୍ୱତଃପ୍ରବୃତ୍ତ ମନରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୁଏ
ଆପଣଙ୍କ ମତାମତ