ଆଜିକୁ କୋଡ଼ିଏ ବର୍ଷ ତଳେ ମୁଁ ତମକୁ ଏମିତି ବେକକୁ ପୋକ କାମୁଡ଼ିଥିଲାବୋଲି ଦେଖାଇଥିଲି, ତମେ କ'ଣ କରିଥିଲ ମନେ ଅଛି ? ପୁରା ମୁହଁଟାକୁ ସେ'ଠି ଲଦି ଦେଇଥିଲ...
ପ୍ରକୃତିକୁ ମନଭରି ଦେଖିବାର ନିର୍ଘଣ୍ଟ, ଅବା କାହା ନିକଟରେ ? ଗୁମୁରି ବରଷୁଥିବା ବର୍ଷାକୁ... ଅବା କାହା ନିଜର ???
ସଫଳତା କଣ' ମୁଁ ଜାଣିଲି ବହୁତ ଡେରିରେ ସେତେବେଳକୁ ଆଉ କେହି ନଥିଲେ ପାଖରେ ।
ଅଜୟ ସେହି ଲୋକଟିର କଥା ଶୁଣି ଭିକାରୀ ଆଡକୁ ଅନାଇବା ମାତ୍ରେ କାହିଁକି କେଜାଣି ତା'ର ଦେହ ଶିତେଇ ଉଠିଲା ।
ମୁଁ ପ୍ରେମ ବିବାହ ହିଁ କରିବି । ବିବାହ ପୂର୍ବରୁ ଜଣେ ଅନ୍ୟଜଣକୁ ଜାଣିବା ନିହାତି ଦରକାର । ବିଚାର ମେଳ ଖାଏ ଓ ଝଗଡ଼ା କମ୍ ହୁଏ ।
ନ କର କୁଣ୍ଠା ଶ୍ରମ କରିବାକୁ, କରିବନି ହେଳା ନିଜ କର୍ତ୍ତବ୍ୟକୁ ।
ଆପଣଙ୍କ ମତାମତ