ହଜିଲା ଦିନକୁ ଖୋଜି ବସିଲି ମୁଁ ସ୍ମୃତି ଭିଜା ବରଷାରେ ପ୍ରତିଧ୍ୱନି ଛଳେ ବରଷା ଶବଦ ଆନମନା ମତେ କରେ ।
ମନେ ମନେ ଭାବିଲି... ଓଡ଼ିଶା ଭଳି ରାଇଜ, ଯେଉଁଠି ସ୍ୱାମୀ ହୁଏ ଘରର ମୁରବୀ, ସ୍ୱାମୀ ପାଏ ପୂଜା, ସେଠି ପୁଣି ଶଙ୍ଖା ସିନ୍ଦୁର ପିନ୍ଧି ସ୍ୱାମୀ ର ନାଁ...
ମନର ଭାବକୁ ସବୁ, ଏକାଠି ସାଇତି ହୃଦୟ ରେ ଭରିଦିଏ, ଅଜଣା କରତି ।
ତୁମ କଥା ଭାବି ଭାବି ରାତିଦିନ କେମିତି ବିତୁଛି ତୁମେ ଥରେ ଦେଖିଯିବ ଆସ ।
ଅଥଚ ଠିକଣା ବେଳରେ ନ ଚାହୁଁଥିବେ ଶବ୍ଦମାନେ ଧସେଇ ପଶିଲେ, ମୋ ମନର ଗୋପନ କୋଠରୀ ମାନଙ୍କୁ ।
ଛଳ ଛଳ ଯମୁନାର ବିବସ୍ତ୍ର ଯୌବନ କରୁଥାଏ ଆନମନ ।
ଘୋଡ଼ି ହୋଇ ଦେହେ ମୋଟା ମୋଟା ଚଦର, ନାହିଁ ଅଗଣାରେ ମାପିବାକୁ ଶୀତ ସେ ଦିନର ଦେଖୁ ନାହୁଁ ଦୃଶ୍ୟ ଆଉ ଚାଳ ଉପରୁ ଧୁଆଁ, ମୁଖରୁ ଥଣ୍ଡା କୁହୁଡ଼ି...
ହେ ପ୍ରଦୀପ ! ସମର୍ପୀତ ହୋଇ ଜଗଦୀଶ ପାଶେ, ପ୍ରତୀକ୍ଷା 'ନିର୍ବାଣ' କର୍ମଜୀବନ ଶେଷେ ।
ଧରମ ମାସ ଶେଷଲୋ ଆଜି, ମାଛ ମାରି ମାରି ଯା, ରେ ମାଝି, ମାଛ ମାରି ମାରି ଯା ଚୁଙ୍ଗୁଡ଼ି ଦରାଣ୍ଡି ଯା ଆ ଆ... ରେ ।
ମାତ୍ର ସାଧାରଣତଃ ଏହା ଦେଖାଯାଏ ଯେ, ନୀଳପଦ୍ମ (ନୀଳକଇଁ) ଦେଢ଼ଫୁଟ କିମ୍ୱା ଦୁଇଫୁଟ ଜଳଥିବା ସ୍ଥାନରେ ଫୁଟେ । ଗଭୀର ଜଳରେ ଏହା ଫୁଟେ ନାହିଁ ।
ଆପଣଙ୍କ ମତାମତ