ଓଡ଼ିଆ ଲିପିର ଆଧୁନିକ ଜ୍ଞାନ କୌଶଳ ଭିତରକୁ ପ୍ରବେଶ ନୁହେଁ ସମ୍ପୁର୍ଣ୍ଣ ଓଡ଼ିଆଙ୍କ ଉନ୍ନତ୍ତ ଜ୍ଞାନକୌଶଳକୁ ବଞ୍ଚାଇ ରଖିବା ପ୍ରୋତ୍ସାହିତ ଓ ପରିବେଶଣ କରିବା
ସୁନାଲାଖି ବୋହୁପରି ଜହ୍ନ ଯେବେ ଆକାଶେ ଉଇଁଲା ଜୋଛନାର ନୀଳତରଙ୍ଗରେ ପୁଚିଖେଳ ସଂଗୀତର ଆସର ବସିଲା କାଶତଣ୍ଡି ବୁଦା ଉହାଡ଼ରୁ "ଶରତ" ଯେ ଉହୁଙ୍କି ଚାହିଁଲା ।।୩।।
ଯିବା ଆସିବାର ରଫ୍ ଖାତାରେ ଲେଖାଥିବା ହିସାବତଳେ ନାଲିଗାର ପଡ଼ିଥିବା ଦିନଗୁଡ଼ିକ ହିଁ ମୋର ସ୍ମୃତି ସଂକୁଳ ନଈଘାଟ ।
ମୋ ପରି ଭିଖାରୁଣୀର ସାଧ୍ୟ କାଇଁ ଚୁଡ଼ି, ହାର କି ମଥାମଣିରେ ଖଞ୍ଜିବ !
ଉର୍ମିଳାଙ୍କ ଭକ୍ତି ସମର୍ପଣ ଉତ୍ସର୍ଗୀକୃତ ଶରଣାଗତ ଭାବକୁ ରାମାୟଣରେ ପ୍ରମୁଖ ସ୍ଥାନ ଦିଆଯାଇନାହିଁ । ସେ ଥିଲେ ସତ୍ୟ, ଧର୍ମ ଓ ତ୍ୟାଗର ମୁର୍ତ୍ତିମନ୍ତ ରୂପ ।
ତୁମେ ଗଲାପରେ ଭଲ ଲାଗେନାହିଁ କାହାରି ପଦଟେ କଥା, ମନର ମଇନା ଖୋଜୁଥାଏ ସଦା ତୁମରି ସ୍ନେହ ମମତା ।
ବତୀଘର ଏବେବି କହେ ସେ ଦିନର କଥା ସେ କାନ୍ଦିଥିଲା ବହୁତ କାନ୍ଦିଥିଲା ତା' ସହ କିନ୍ତୁ ସମୁଦ୍ର, ଆକାଶ, ଜହର୍କି କେହି କାନ୍ଦିଲେନି ।
ସହସ୍ର ସ୍ୱପ୍ନର ମହଲଡ଼େଇଁ କେବେ ପହଞ୍ଚିଲେ ଖୋଲା ବହିଟେ ପରି ଢଳଢଳ ହେଉଥାଏ ଆୟତ ନୟନ, ପୃଷ୍ଠା ପରେ ପୃଷ୍ଠା ପଢ଼ିହୁଏ ନିଶ୍ୱାସରେ ବହୁଦୂରେ ମାୟାର ଅଞ୍ଜନ ।
ଧେତ୍, କେଉଁଠି ଥିଲା କେଜାଣି, ମୋରି ପାଖରେ ଝୁଣ୍ଟିଲା ତ ଝୁଣ୍ଟିଲା ପୁଣି ମୋତେ ଧରିପକାଇଲା । ଏକ ଶୁଭ କାମରେ ବାହାରିଥିଲି ଅଥଚ ଆଇରନ୍ ଦିଆା ସାର୍ଟ୍, ପ୍ୟାଣ୍ଟ୍ରେ...
କିଏ ସେ ଦେଇଛି ଆକାଶରେ ରବି ତାରକା ଫୁଲର ରାତି, କାହାପାଇଁ ଏହି ମଣିଷ ଜାତି କର୍ମରେ ଯାଏ ମାତି ।୨।
ଆପଣଙ୍କ ମତାମତ