କାଶର ସ୍ୱରଟା ଯେମିତି ମନେହେଉଥିଲା ଅତି ନିଜ ଲୋକର - ଏକ ପରିଚିତ ସ୍ୱର । ମନର ଜିଜ୍ଞାସା ମନରେ ମାରି କେବେହେଲେ ଘର ଭିତରକୁ ଯିବାକୁ ଉଦ୍ୟତ ହେଉନଥିଲେ...
ଆପଣ ସାରେ ହାଟ ପର୍ଯ୍ୟନ୍ତ ନିଶ୍ଚୟ ଯିବେ । ମୋତେ ସେହି ହାଟ ଛକରେ ଛାଡ଼ିଦେବେ, ମୁଁ ସେଉଠୁ ଚାଲିଯିବି
ସେ ବିଧବାଭତ୍ତା ଆଣିବାକୁ ଯାଇଛି । ମୁଁ ଆଶ୍ଚର୍ଯ୍ୟହେଲି । କହିଲି ସେ ପରା ତା ସ୍ୱାମୀ ସାଙ୍ଗରେ ଆସେ । ବିଧବା କଅଣ କହୁଛୁ ?
ମୁଁ ତା' ପାଖକୁ ବେଶି ଯାଉନଥିଲି । ସେ ନାନୀ ସହିତ ଏକୁଟିଆା ବହୁତ ସମୟ ଗପୁଥିଲା ବେଡ଼ରୁମ୍ରେ ।
ସଞ୍ଜୟ କହିଲେ, (ଦୁର୍ଯୋଧନ କହିଲେ) ଭୀଷ୍ମଙ୍କ ଦ୍ୱାରା ରକ୍ଷିତ ଆମ୍ଭମାନଙ୍କର ଏହି ସୈନ୍ୟ ଅପର୍ଯ୍ୟାପ୍ତ ଅର୍ଥାତ ଅପରିସୀମ ବା ଅଗଣ୍ୟ କିନ୍ତୁ ଭୀମଙ୍କ ଦ୍ୱାରା ରକ୍ଷିତ ପାଣ୍ଡବ ପକ୍ଷର ସୈନ୍ୟ...
ସକାଳୁ ପେଟେ ପଡ଼ିନି କିଛି ମିଳିଛି ଭାଗ୍ୟେ ପାଚିଲା କୋଳି, ଚୋବାଇ ଯାଏ ମଞ୍ଜିକୁ ଥୁକି କି ଅବା ମାଡ଼ କି ଅବା ଗାଳି ।।୪।।
ତା ସାଙ୍ଗେ କେଶବ, ମିତା ଓ ଟୁକୁ ଯୁବତୀ ଯୁବକ ସେତେ ବେଳକୁ ସମସ୍ତେ ପିନ୍ଧନ୍ତି ମୋଟା ଚଷମା ନ ହେଲେ ଦେଖା ନ ଯାଉଛି ଜମା ।।୨।।
ଟିକିଟିକି ଫୁଲ ପରଜାପତି ଗୋଲାପ ମାଳ ପାହାଡ଼ ଝରଣା ବଣ ବଗିଚା କରିବା ଠୁଳ ।୨।
ତେଣୁ ଆଧୁନିକ ଶିକ୍ଷାରେ ମଣିଷ ପରମୁଖାପେକ୍ଷୀ ଓ ଅନ୍ୟତ୍ର ଚାକିରୀ କରିବା ଉଦ୍ଦେଶ୍ୟରେ କିଛି ଜାଣିବାପାଇଁ କିଛି ଶିଖୁଛନ୍ତି ।
ସ୍ୱଚ୍ଛତା ମୋ ଲକ୍ଷ ମୁହିଁ ଶୋଷେ ସ୍ୱଚ୍ଛ ଜଳ, ମୋର ସ୍ପର୍ଶେ ଉଜ୍ଜିବିତ ଏ ଧରା ବର୍ଣ୍ଣିଳ ।
ଆପଣଙ୍କ ମତାମତ