ମୋର ସାଙ୍ଗରେ ବକର ବକର ହୁଅନ୍ତି । ରମେଶର କଥା ଶୁଣି ସୀମା ବହୁତ କାନ୍ଦିଛି, ଆଉ ସେତିକି ବେଳେ ବୁଝିପାରିଛି ଯେ କେବେ କାହାର ଦୁଃଖ ଦେଖି ହସିବା...
ହେଲେ କାନ୍ଦେ ଆମ ଗାଁ, ହରିଆ ପଧାନ ବୁଢ଼ା ଦି' ଦି'ଟା ଭେଣ୍ଡିଆ ପୁଅ ବାଣ୍ଟି ନେଲେ ବିଲ, ବାଡ଼ି, ଘରବାଡ଼, ଗହଣାଗାଣ୍ଠି ହେଲେ ବାଣ୍ଟିଲେନି ବୁଢ଼ା ବାପକୁ, ଛାଡ଼ିଦେଲେ...
ଏବେ 'ପ୍ରେମ' ହାଟ ବଜାରର ସଉଦା ପରି ମୂଲଚାଲ କରି କିଣି ବିକି ହୁଏ. . .
ଟଙ୍କତୋରାଣି-କଂସିଏ କାଞ୍ଜିପାଣି ବେଙ୍ଗମୂତରେ ଗୋଳିଆ ହେଇଯାଏ ଅଣ୍ଟାଭାଙ୍ଗି ଚାଲୁଥିବା ଗୋବରୀ ନଈ ଯା-ଆସ କରେ ଛପନା କୋଟି ଜୀବ
କୁହ ଓଡ଼ିଆ, ଲେଖ ଓଡ଼ିଆ ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଭାରି ବଢ଼ିଆ ଆମେ ଓଡ଼ିଆ !
ହୋମ ନିଆଁ ଆଲୁଅରେ ସାତ ଦୀପ ଆଠ କଳସ ସାଥୀରେ କେବେ କେବେ ଶଙ୍ଖା ସିନ୍ଦୂରର ମୋହ ନାରୀପାଇଁ ଅନ୍ତରାୟ
ସେ ହୋଟେଲ ବାଲାଟା ଆସିଥିଲା । କହିଲା, ଚାଲ ମୋ ସାଙ୍ଗରେ, ନହେଲେ ତୋ ଝୁପୁଡ଼ି ପୋଡ଼ିଦେବି । ଜାଳିଦେବି । ବାପା ବି ସେମାନଙ୍କ କଥାରେ ରାଜି ହୋଇଯାଇଛି...
ଲୋଭାସକ୍ତ ହୋଇ, ଗୋଟେ ପରେ ଗୋଟେ, ପାପର ମଞ୍ଜି ବୁଣିଗଲେ, ନଷ୍ଟ ହୁଏନି ତା' ରଜ, ଅଙ୍କୁରିତ ହୋଇ,
ଏହିପରି ଯେତେବେଳେ ଜଣେ ନିଜର ଯେ କୌଣସି କର୍ମରେ ବଳିଷ୍ଠ ପ୍ରତିପାଦନ କରେ, ସେତେବେଳେ ତାହା ସେହି ବ୍ୟକ୍ତିର ଗୁଣ ରୂପେ ପରିଚିତ ହୁଏ । ଏହି ଗୁଣକୁ ଦୁଇ...
ସେତେବେଳେ ମନ୍ଦିର ଚାରିପଟ ଲାଲ୍ ଟହଟହ ଦିଶେ । ବୀରଭଦ୍ର ମନ୍ଦିରର କବାଟ ଖୋଲି କହେ, ଦେଖ୍ଲୋ ମା' । ତୋ ଖଳାକୁ ଦେଖ୍ । ଏଥର ଖୁସି ହେଲୁ...
ଆପଣଙ୍କ ମତାମତ