ମୁଁ ବାପାଙ୍କ ଶବ ସହ ଯାଇପାରିବିନି । ସେ ଭିତରେ କିଏ ବସିବ ମ । ତମେ ତମର ଯାଅ । ଆମ ଗାଡ଼ିରେ ମୁଁ ଯିବି । ତମେ...
ମୋ ବାପା କିନ୍ତୁ କାହା ପାଖରେ ହାତ ପତେଇବାକୁ ଭଲ ପାଆନ୍ତିନି, ନଥିଲେ ଭୋକ ଉପାସରେ ରହିଯିବେ ସିନା ଘର କଥା ପଦାରେ ପକେଇବେନି ।
ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡିଆର ଆତ୍ମବିଶ୍ୱାସର ମାପକାଠି । ଯେଉଁ ମହାନ୍ ଓଡିଆମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାର ଫଳସ୍ୱରୁପ ଓଡିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି...
ପ୍ରିୟା ମୋର ଭାରି ଅଳସି ଶରତ ଆସିଲେ ତରୁଲତା ହୋଇଥାନ୍ତି ଭାରି ସଜେଇ କିନ୍ତୁ ମୋଁ ପ୍ରିୟା ରୂପ ଦେଖି ତରୁଲତା ଯାଏ ଳାଜେଇ ମଳୟ ବୋହିଲେ କାଶତଣ୍ଡି ସଙ୍ଗେ...
ରାଜନୀତି ବୋଲି ଯାହାକୁ କହନ୍ତି, ସେ ଏକ ବିଚିତ୍ର ଖେଳ ।
ନିଃସଙ୍ଗ ଜୀବନ ମୋର , ନାହିଁ ଯାର ଅନ୍ତ, ଖୋଜୁଅଛି ବନ୍ଧୁ ଟିଏ ମୁଁ ଦୂର ଦିଗନ୍ତ ।
ତାର ପଣତ କାନିରେ ମୋ ମୁହଁ ପୋଛୁ ପୋଛୁ କେତେ ପ୍ରଶ୍ନ କରିଯାନ୍ତା ।
ଝିଅ ମୋର ଖିଲି ଖିଲି ହସି ଦେଲା ଯେତେ ବେଳେ ତାକୁ ମୋ କୋଳର ସାମ୍ରାଜ୍ୟ ମିଳିଲା ।
ସେପାରି ରେ ଥାଇ ଦେଉଥା ପ୍ରେରଣା ନିତି କରିବାକୁ ଭଲ କରମ ।
ତେଣୁ .. ଆସଟିକେ ଭାବିବା ପ୍ରେମ କରିବା କି ନାହିଁ ।
ଆପଣଙ୍କ ମତାମତ