ସତ୍ୟ, ଦୟା, କ୍ଷମା, ସ୍ନେହ, ଅନୁରାଗ ଯେତକ ଗୁଣ ଅପାର ଗଢ଼ିଛନ୍ତି ବିହି, ସବୁ ଗୁଣ ଦେଇ ତଥାପି କାହିଁ ତୋ ଡର ?
ସେ ଯୁବକଟିର ବ୍ୟାକୁଳତାକୁ ଭାଙ୍ଗି ଗଢ଼ି ଆଲୋଚନା ଶୁଣି ସେ କଠୋର ଦିଶନ୍ତିନି ଯାହା ତାଙ୍କ ଭିତରେ ଉକୁଟେ ବାରମ୍ୱାର
ବୈବାହିକ ସୁଖରେ ଆତ୍ମହରା ହେବାକୁ ଚାହାନ୍ତି । ସୁଯୋଗ ଦେଖି କିଛିଦିନ ପରେ ସାନବାବୁ ତାଙ୍କ ମନ କଥା କହିଛନ୍ତି ଘରେ । ମାଲିକ ଓ ମାଲିକାଣୀ ବେଶ୍ ଖୁସି...
ନାରୀ ମନ ନଦୀ ପରି ସପନରେ ଭରା ତା' ଲାଗି ପ୍ରିୟ ତା'ର ପାହାନ୍ତିଆ ତାରା ଚାହେଁ ସେ ତ ନଦୀ ହୋଇ ଯାଆନ୍ତା ବହି ।
ମୋ କବିତାରେ ଜହ୍ନକୁ କେତେ ଗାଳି ଦେଇଛି, ଜହ୍ନକୁ କଳଙ୍କିନୀ କହି ତୁମକୁ ସୁନ୍ଦରୀ କହିଛି ।
ଏମିତି ଉତ୍ତାପହୀନତା ଜୀବନକୁ ନିୟନ୍ତ୍ରଣ କରିପାରୁଥିବାର ସାହସ ନେଇ ସେ ଟିକିଏ କଠୋର ହୋଇଯାଆନ୍ତେ କି ପ୍ରାଚୀ ପ୍ରତି କି ରିତା ବାନାର୍ଜି ପ୍ରତି ।
ଏ କ'ଣ ସାଧାରଣ ଘୋଡ଼ାଙ୍କ ପରି ବୋତି, କୋଳଥ, କୁଳୁଚି, ଘାସ ଖାଇବ । ଏ ଖାଇବ ଅଟା, ଘିଅ, ଦୁଧ, ନବାତ, ପନିପରିବା ।
ବିମାନରେ ବିରାଜିତ ମୁରଲୀପାଣି ପାଶରେ ଶୋଭନ୍ତି ପରା ରାଧିକାରାଣୀ ସତେ ବା ରତ ରଣେ ଦେବ ମାନବ ଗଣେ ରଙ୍ଗ ପିଚକାରୀ ତୋପ ହାତରେ ଧରି ।
ଗଙ୍ଗା ତ ଏଇ ସମୁଦ୍ରରେ ହଜିଛି । ଗଙ୍ଗାରେ ପକାଇବା ଯାହା, ସମୁଦ୍ରରେ ଫୋପାଡ଼ିବା ସେୟା । ଆଇତି କରି, ଛପର ନ ଥିବା ଗୁହାଳ ରୁଅରେ ବାନ୍ଧିବି କାହିଁକି...
ମାଟିରୁ ଆକାଶ ନିଶ୍ଚିନ୍ତ ପ୍ରତିଶ୍ରୁତିର ସେଇ ଅନନ୍ୟ ମୁହୂର୍ତ୍ତ ପାଇଁ ପ୍ରତୀକ୍ଷାର ସବୁ ଯନ୍ତ୍ରଣା ଭିତରେ
ଆପଣଙ୍କ ମତାମତ