ଦେଇଥିଲି ପାଦ ଯେଉଁ ଆଶା ନେଇ ତୁମ ସେଇ ସହରରେ ସେ ଆଶା ଆଜି ଆଶାରେ ରହିଲା ମୋର ଏଇ ମନ ସିନ୍ଧୁକରେ ।।
ଆଖି କ୍ରମେ ଓଦା ହୋଇ ଆସିଲା । ତା'ପରେ, ଦୁଇ ଟୋପା ଲୁହ ନିଗିଡି ତଳେ ପଡିଗଲା । ସେ କଣ କହିବ ବୋଲି ଚେଷ୍ଟା କଲା, ଓଠ କୋଣ...
ତୁମର ବା ଚାରା କ'ଣ ବାର୍ଦ୍ଧକ୍ୟ ? ଋତୁଚକ୍ରର ଅଲଙ୍ଘ୍ୟ ଆବର୍ତ୍ତରେ ତୁମେ ଆସିବ ହିଁ ଆସିବ । ତୁମେ ମଧ୍ୟ ବାଧ୍ୟବାଧକତାର ଶିକାର ।
ଉଙ୍କିମାରି ମୋ ପୁଅ ଦେଖୁଥିଲା ଉତ୍କଣ୍ଠାରେ ଚକ୍ଷୁ ବିସ୍ମୟ-ବିସ୍ଫାରିତ ବହୁ ଜିଜ୍ଞାସାବାଦ ନେଇ ଏ କ'ଣ ? ରାତାରାତି ଗାଁ ରାସ୍ତା ନାଲିନାଲି ।
ଅଧାଗଢ଼ା ପଥର ମୂର୍ତ୍ତିକୁ ଚାହିଁ ଆଖି ବେଳେବେଳେ ବିବ୍ରତ ହୋଇଯାଏ ନିମିଷକେ ଆଶାର ଝଲକ ଲୁଚିଯାଏ, ଅନ୍ଧାରରେ ହଜିଯାଏ ।
ଆଜି ପୁଣି କାହିଁକି ? ସକାଳ ପହରୁ ରାଉ, ରାଉ ଶନି ଦଶା ଏବେ କି କଟିନି ଦୁର୍ଭାଗ୍ୟର ରାହୁ କି ଆମ ପାଇଁ ?
ଆମେ ଏବେ ବିଜ୍ଞାନକୁ ଜିତୁଛୁ ମାଛକୁ ଡବାରେ ବନ୍ଦ କରିବାକୁ ସେ ମାଛକୁ ମଧୁର ପାଣିରେ ରଖି ନ ଦେବାର ବ୍ୟବସ୍ଥା ଆବିଷ୍କାର କରୁଛୁ
ତୁମେ ଭୁଲାଇଛ କେତେ ଦୁଃଖ କେତେ ଯାତନା ଭରି ଦେଇଅଛ ମନେ ମୋର କେତେ କାମନା ନିଦାଘ ମରୁ ମୋ ଜୀବନ ହୋଇଛି ଯେମିତି ଫଗୁଣ ବନ !
ଶ୍ରାବଣ ଆଖିରେ ଲୁହ ଛାତିରେ ଛାତିଏ କୋହ କଇଁ କଇଁ କାନ୍ଦି କହେ ରାତି ତା'ର କେହି ନୁହଁ !
ତୁମ ଭିତରେ ଗୋଟିଏ ବି ପିପାସାର ଢେଉ ନଥିଲା । ତୁମ ଆଖିରେ କାମନାର ଶିଖାଟିଏ ଜଳୁନଥିଲା । ତୁମେ କହିଥିଲ ଆମ ଜୀବନରେ ଏମିତି ଝଡ଼ ବିକ୍ଷୁବ୍ଧ ରାତି...
ଆପଣଙ୍କ ମତାମତ