ସେ ସୁଧ ପଇସା ବାବଦରେ ତା' ଘର ଖଣ୍ଡିକ ବି ଚାଲିଗଲା । ସବୁବେଳେ ଗୁମ୍ ମାରି ବସୁଥିଲା । ଦେଖୁ ଦେଖୁ ତା'ର ଏହି ଅବସ୍ଥା ।
ଶିଶିର ଭିଜା ଶୀତ କଟିଯାଏ ମଳି କୁଟୁ କୁଟୁ ବିଛଣାରେ, ହଜିଯାଏ ସ୍ୱପ୍ନ କାଳରାତ୍ରିର କୁହାଟରେ ।
ତା'ର ଇଚ୍ଛା ହେଉଥିଲା ବହିଖାତା ସବୁକୁ ଛିନ୍ଛତ୍ର କରି ଫୋପାଡ଼ି ଦିଅନ୍ତା, ଟୁକୁଡ଼ା ଟୁକୁଡ଼ା କରି ଚିରି ପକାନ୍ତା ଓ କବାଟ ଖୋଲି ମଣ୍ଟୁ, ବେବିନାଙ୍କ ପାଖକୁ ପଳେଇ ଯାଆନ୍ତା
ଏଇ ଆକାଶରେ ସୂର୍ଯ୍ୟଚନ୍ଦ୍ର ତାରା ଯେତେ ଦିନ ଯାଏ ଥିବ ଯାହା ହେଉ ପଛେ ମଣିଷ ଅନ୍ତରେ ପ୍ରେମ ଗଙ୍ଗା ଝରୁଥିବ ।
ବାଦଲ ଫାଙ୍କରେ ଝରା ଦିଗ୍ବଳୟ ନିର୍ବିକାର ଶାମୁକାର ବିଚିତ୍ର ସଡ଼କ ନକ୍ସା ଆଖିରେ ଅଙ୍କିତ
ଆପଣଙ୍କ ମତାମତ