ମୁ ଚାହିଁ ରହିଛି ହେଲେ ତୋ ଖବର ଆସିଲା ନାହିଁ ସଞ୍ଜ ପକ୍ଷୀ ଫେରିଆସିଲେ ହେଲେ ମୋ ପାଇଁ ନିରାଶ ହୋଇ
ଏକାକୀ ପାହୁଥିବା ଅସରନ୍ତି ରାତି ନୀରବତାର ଉଷ୍ମ ତାତି ମାପି ଚୁପି ପାଦ ବଢାନ୍ତି ମୋ ଦ୍ଵାର ବାରଣ୍ଡାକୁ |
ଓଡ଼ିଶାବାସୀ ୯ ବର୍ଷ ଅପେକ୍ଷା କରିଥିଲେ ଆହୁରି ବହୁ ଓଡ଼ିଆଭାଷୀ ଅଞ୍ଚଳକୁ ହରାଇବାକୁ ପଡ଼ିଥାନ୍ତା ।
ବଇଶାଖର ଦି'ପ୍ରହର ଖରା ନୁହେଁ ସେ ସତେ ଜହର ।।
ଏବେ କାହିଁକି ଦଳ ଦଳ ପକ୍ଷୀମାନଙ୍କୁ ଦେଖିଲେ ମୋର ଗୀତ ଗାଇବାକୁ ମନ ହୁଏ ।
ଗୋଟିଏ ମୁଠାରେ ମୋ କୃପାରୁ ଇହଲୋକ ଓ ପରଲୋକର ସବୁ ସମ୍ପତ୍ତି ବନ୍ଧୁଙ୍କୁ ମିଳିସାରିଛି ।
ଚାକିରୀରୁ, ପାଠପଢ଼ାରୁ ସ୍ଥାନ ସଂରକ୍ଷଣ ଉଠିଯାଉ । ଯୁଗ ଯୁଗ ଧରି ମହାପୁରୁଷମାନେ ଜାତି ଧର୍ମ ଭେଦଭାବ ଉପରେ ଏତେ କଥା କହି ଆସିଲେ ଲାଭ କ'ଣ ହେଲା ?
ମାତ୍ର ଏହି ଖୁସି କ୍ଷଣକୁ କ୍ଷଣ କମି ଯାଉଥିଲା ହୀରାକୁଦ ଡ୍ୟାମ୍ର ସୁଇସ୍ଗେଟ୍ ବନ୍ଦ କରି ଦେଲେ ମହାନଦୀରେ ପାଣି ପରିମାଣ କମିଗଲା ପରି ।
ଆଗ କଥା ଆଉ କ'ଣ ମନେଅଛି ? ତାକୁ ପରା ଭୁଲିଗଲେଣି
ତମକୁ କେତେଦୂର ବୁଦ୍ଧି ଶିଖାଇପାରିବି । ଶିଖାଇବା ପାଇଁ ମୋର ଅଧିକାର ବି ନାହିଁ । ତମେ ମଣିଷ, ସବୁଠାରୁ ବିବେକୀ ଓ ଜ୍ଞାନୀ । ଟିକିଏ ବୁଦ୍ଧି ଖେଳାଅ...
ଆପଣଙ୍କ ମତାମତ