ଚାତକ ଚାହିଁ ରହିଥାଏ ପିଇବ ବରଷା ପାଣି, ଚାଷୀ ଚାହିଁ ଥାଏ ଖେତ ହସି ଉଠିବ ଜାଣି । ।
ହୁଏତ ହେଇ ପାରେ କାହା ସ୍ୱପ୍ନରେ ଦିଶୁଥିବା ସମାଧୀର ଗୁମୁରା ସ୍ୱର ଇଏ ।
ସ୍ୱପ୍ନରେ ତୋଳିଦିଏ ସେ ଅସଂକ୍ଷ ତାରା ଏଲୋରା ରୁ ଅଜନ୍ତା ।
ଶେଷରେ ବନ୍ଧନ ଫିଟିଗଲା ଯେବେ ସତ ହେଲା ପରିଷ୍କାର ମିଛ କୁ ଦୁନିଆଁ ଦଣ୍ଡ ଦେଉଅଛି କରି କେତେ ତିରସ୍କାର ।
ସ୍ମୃତିର ପାହାଚ ଚଢ଼ି ଥକିଗଲା ପରେ ଲାଗେ ସତେ ଅବା ନୟନରୁ ଉଡି ଯାଇଛି ଆଲୋକ ରୋଷଣୀ ଛାତିତଳୁ ଖସି ପଡିଛି ବିଦୀର୍ଣ୍ଣ ହୃଦୟ ।
ପ୍ରାଚୀ ମୂଳେ ଏବେ ତାଳ ବୃକ୍ଷ କରେ ଉଷା ଦେବୀ ପାଦ ପଡେ ଧିରେ ଧିରେ , ଶଯ୍ୟାତ୍ୟାଗୀ ସେହି ନବଉଢା ମାନେ ନିଜ କାର୍ଯ୍ୟ କଥା ଭାବି ମନେ...
ତୁମରି ପାଦର ପାଉଁଜିର ସ୍ୱର କରେ ମୋତେ ଆନମନା ମୁଁ ହେଲେ ପ୍ରତ୍ୟୁଷ ତୁମ ହୃଦୟର ତମେ ମୋ ଗୋଧୂଳିଲଗ୍ନା
ପରିପକ୍ୱ ଶବ୍ଦମାନଙ୍କୁ ଉଡ଼ିଯିବା ସମୟରେ ହିଁ ଶିରବିଦ୍ଧ କରି ଖସେଇ ଦେବା କାଗଜ ଛାତିରେ ... କୌଶଳରେ ଖସିଯାଉଥିବା ଶବ୍ଦମାନଙ୍କ ପାଇଁ ଜାଲଟେ ବାନ୍ଧିବା ସ୍ୱପ୍ନର ଦିଗରେ ।
ଠିକ୍ ଯେମିତି - ମୋ ହୃଦୟରୁ ପ୍ରିତିଭରା ଝରଣା ଏବେ ଆଉ ଝରୁନାହିଁ ; ବୁକୁତଳେ ଜମି - ଜମି ବରଫ ହେଲାଣି ।
ଆପଣଙ୍କ ମତାମତ