ତୁମ ଶ୍ରୀ ଚରଣେ ମନ ରଖିଥାଏ କେଡେ ମନୋଲୋଭା ତୁମେ । ଚଞ୍ଚଳା ମନାକୁ ଆୟତ କରିଛ କଳା ଗୁଣି ବୋଲା ଯାଏ ।
ପବନର ଏମିତି ଦୁଷ୍ଟାମି ଦେଖି ଖିଲି ଖିଲି ହୋଇ ହସି ଉଠୁଥାଏ ମିକୁ । ହେଲେ ତାର ସେ ହସ କିଛି କ୍ଷଣରେ ଉଭେଇ ଗଲା ଯେବେ ହଠାତ୍ ଗୋଟେ...
ହେଲେ ପ୍ରକୃତରେ ମୋର ପରିଚୟ କ'ଣ? କିଏ ମୁଁ ?
ହର୍ଣ୍ଣ ମାରିମାରି ରେଳଗାଡି ବାଟଭାଙ୍ଗି ଯାଏ ଆପଣା ରାସ୍ତାରେ କିଏ ଚିହ୍ନେ କିଏ ଜାଣେ କେତେବେଳେ କିଏ ଆସେ ଯାଏ ସଂଧ୍ୟାର ସହରେ ।
ଦେଶ ତ୍ୟାଗୀ ମେଧାବୀର, ନା ଲାଞ୍ଚ ନେଇ ନିଲମ୍ବିତ ହେଇଥିବା କିରାଣୀର। ଦାଦନ ଖଟିବାକୁ ଯାଉଥିବା ଶ୍ରମିକର ,ନା ଅର୍ଦ୍ଧ ଉନ୍ନତ ଦେଶର।
ଖୋଲି ଦେଖେ ତ, ତାହା ଥିଲା ନିକଟରେ ଭୁବନେଶ୍ୱରରେ ଏକ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇଥିବା ନିଯୁକ୍ତି ପାଇଁ ଅଫର୍ ଲେଟର୍ ।
ଆଜି ମୁଁ ଆଙ୍କୁଛି , କଳା କଲମରେ, ତୋର ସେ ଚକା ଆଖିକୁ ।
ଶୁଣିଲେ ଶୁଣିଥାନ୍ତି ଆକ୍ଷେପ ଓ ଯେତେ ଅପବାଦ ପୋଡିଥିଲେ ପୋଡିଥାନ୍ତା ମଥା ଆଉ ଯେତେ ସ୍ଵାଭିମାନ ହଜିଥିଲେ ହଜିଥାନ୍ତା ତୁମ ରୁପା ପାଉଁଜି କଢ଼ିଆ ଓ ପଟେ କାନଫୁଲ ।
ମନର ମାନସୀ ସେ ବିଭୋର ମହ୍ଲାର ଛୁଟି ଆସେ ଯେହ୍ନେ ପତଙ୍ଗ ଅଗ୍ନିର ।
ହେଲେ ଶୁଣ , ଏଇ ଥର ଯେବେ ମୋ ପାଖକୁ ଫେରିବ, ସାଥିରେ ମେଞ୍ଚା ସମୟ ଆଉ ଧର୍ଯ୍ୟ ନେଇକି ଆସିବ । ମୋ ସବୁ ଅଭିଯୋଗ ଶୁଣିବା ପାଇଁ...
ଆପଣଙ୍କ ମତାମତ