ମିଶ୍ରଣପତ୍ରରେ କୌଣସି ସର୍ତ୍ତ ଯୋଡ଼ିବାର ବ୍ୟବସ୍ଥା ହିଁ ନଥିଲା । ମିଶ୍ରଣପତ୍ରରେ ସ୍ୱାକ୍ଷର ଏବଂ ତତ୍କାଳୀନ ଭାରତୀୟ ଗଭର୍ଣ୍ଣର ଜେନେରାଲ୍ଙ୍କ ଦ୍ୱାରା ଏହାର ଗ୍ରହଣ — ଏହି ଦୁଇଟି ପଦକ୍ଷେପ...
କେବେ ଖେଳିଯାଏ କୁନି କୁନି ଓଠେ ଓଦା ଓଦା ମିଠା ହସ ହୋଇ ,
ବିଷବୃକ୍ଷ ହୋଇ ବିଷ ନାଶିବି, ତୁଳସୀ ରୂପରେ ପୂଜା ପାଇବି।
ଉତ୍ସୁକତାର ସହ ଭିଡ଼ ଆଡେଇ ଚାହିଁଲା ବେଳକୁ ଠିକ୍ ବୁଦାକୁ ଲାଗି ପଡିଥାଏ ଗୋଟିଏ ଉଲଗ୍ନ ଯୁବତୀର କ୍ଷତବିକ୍ଷତ ଶବ । ବୁଝୁ ବୁଝୁ ତାହା ତାଙ୍କ ଗାଁ ମକର...
ଆମ ଦୁହିଁଙ୍କର ମନ ମିଶିଗଲା ବୋଧେ ପୂର୍ବ ଜନମର ସମ୍ପର୍କ ଥିଲା
ସେ ଦୀପ ଆଲୋକରେ ଆଗୋ ଆଲୋକିତ ମିଠା ପାପ ।
ବାପାଙ୍କ ଅନ୍ତିମ ଯାତ୍ରା ପରେ, ଘରେ ଆସିଲା ଏକ ଅଦୃଶ୍ୟ ଶୀତ । ଯେଉଁ ଶୀତ କେବଳ ଶାରୀରିକ ନୁହେଁ, ମାନସିକ, ଆତ୍ମିକ । ବୋଉଙ୍କ ଚେହେରାରୁ ହସ ଯେପରି...
ମୁଁ ଛିଡ଼ାହେଲି । ମୋର ଗୋଟିଏ ପାଦ ସ୍ମୃତିର ସୁବାସରେ ଆମୋଦିତ, ଆଉ ଅନ୍ୟ ପାଦଟି ସ୍ଥିତିର କଠିନ ସଡ଼କରେ ଚାଲିବା ପାଇଁ ପ୍ରସ୍ତୁତ । ଦୁଇଜଣଙ୍କୁ ନିଜ ଜୀବନର...
“କିଛି ସ୍ମୃତି ଏମିତି ଥାଏ… ଯାହାକୁ ଭୁଲିବାକୁ ଚାହିଲେ ମଧ୍ୟ ଭୁଲି ହୁଏ ନାହିଁ।”...
କିଛି ମାସ ତଳେ ମହାରାଷ୍ଟ୍ରରୁ ଏକ ଖବର ଆସିଥିଲା, ଯେଉଁଠି ଜଣେ ବ୍ୟକ୍ତି ସରପଞ୍ଚ ନିର୍ବାଚନରେ ନିଜକୁ ଯୋଗ୍ୟ କରିବା ପାଇଁ ନିଜର ଗୋଟେ ଝିଅକୁ ହତ୍ୟା କଲା ।...
ଆପଣଙ୍କ ମତାମତ