ଏହି ପରିବର୍ତ୍ତନ କେବଳ ଆଇନ କିମ୍ବା ପୋଲିସ ପ୍ରଶାସନ ବଳରେ ସମ୍ଭବ ନୁହେଁ; ଏଥିପାଇଁ ଆମ ପ୍ରତ୍ୟେକଙ୍କ ଅନ୍ତରରେ ଆତ୍ମସମୀକ୍ଷା ଜାଗ୍ରତ ହେବା ଆବଶ୍ୟକ ।
ଗାଳ୍ପିକ ମୁଁ ହେଲେ, ତୁମ ପ୍ରତି ଚାହାଣୀ ଗୋଟିଏ ଗୋଟିଏ ଗଳ୍ପ, କବିତାର ପଦେ ତୁମକୁ ସଜାଏ, ପ୍ରେମ ନୁହେଁ ମୋର ସ୍ୱଳ୍ପ ।
ମୁଁ ଧୀରେ ଧୀରେ ତୁମ ବେଡ୍ ପାଖକୁ ଗଲି ଏବଂ ମୋର କମ୍ପିତ ହାତରେ ତୁମର କୋମଳ ହାତକୁ ଆସ୍ତେ କରି ଜାବୁଡ଼ି ଧରିଲି ।
ଏଠି ଚିହ୍ନା ମୁହଁଟି ଦରକାର ବେଳେ ଦେଖାଏ ଅଚିହ୍ନା ରୂପ ଅଚିହ୍ନା ରୂପକୁ ବି କିଛି କହି ହୁଏନା କାରଣ ସେ ରୂପରେ ବି ଲୁଚିଥାଏ ଅନ୍ୟ ଏକ ରୂପ...
ଆମ ସୁଖ ପାଇଁ କଷ୍ଟର ଅଗ୍ନିରେ ସେ ନିଜେ ଜଳେ ତଥାପି ନିଜ ବଳିଦାନ ଗାଥା କେବେ କାହାକୁ କୁହେନି
‘ତ୍ରାହି ମାଂ, ତ୍ରାହି’ ରେ କମ୍ପି ଉଠେ ଆକାଶ, ଜଳ, ସ୍ଥଳ—ସମଗ୍ର ମେଦିନୀ;
ସେଇଠି ତ କଚେ ପୋ ବାର ସିନ୍ଦୁକ ଖୋଲିଲେ ସୁନା ମହଣ ମହଣ
ବାଢିଲେ ଈଶ୍ୱର ମହିମା ଭାସିଲେ କୁମର ଗାରିମା
ସେ ହସିଲେ ଘର ହସେ, ରୁଷିଲେ ସୁନାମି ଆସେ ।
ବିଜ୍ଞାନ ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟର ନିନ୍ଦା ବା ଈର୍ଷା କରେ, ସେତେବେଳେ ମସ୍ତିଷ୍କରେ 'ଷ୍ଟ୍ରେସ୍ ହରମୋନ୍' (କର୍ଟିସୋଲ୍) ବୃଦ୍ଧି ପାଏ । ଏହା କେବଳ ବ୍ୟକ୍ତିର ମାନସିକ...
ଆପଣଙ୍କ ମତାମତ