କଡ଼ା କଡ଼ା କଥା ଠିକ୍ ଶର ପରି ଦେହକୁ କଷ୍ଟ ଦିଏ । ତେଣୁ କଥାରେ କାହାକୁ ପୀଡ଼ା ଦେବା ଠିକ୍ ନୁହେଁ ।
ଦୁଷ୍ଟ ଲୋକ ମେଳରେ ରହିଲେ ତା' ପରି ଦଣ୍ଡ ପାଇବ । ତେଣୁ ଦୁଷ୍ଟଙ୍କଠାରୁ ଦୂରେଇ ରୁହ ।
ଶରରେ ଜଣକୁ ମାରିପାର । କିନ୍ତୁ ବୁଦ୍ଧିବଳରେ ରାଜା ଓ ତା' ରାଜ୍ୟକୁ ଧ୍ୱଂସ କରିହୁଏ । ଦେହର ବଳଠାରୁ ବୁଦ୍ଧିର ଶକ୍ତି ଅଧିକ ।
ଅନ୍ୟ ଦେଶର କ୍ଷତି କରିବାକୁ ବଳ ଓ ବୁଦ୍ଧି ଖଟାଅ ନାହିଁ । ତା' ବଦଳରେ ନିଜ ଦେଶର ଲୋକଙ୍କ ଉନ୍ନତି ପାଇଁ ସେତିକି ବଳ ଓ ବୁଦ୍ଧି ଖଟାଅ...
ଅନ୍ୟାୟ ଭାବେ ଧନ ଆଣିଲେ ପାପ ହୁଏ । ସେହି ପାପକୁ ଲୁଚାଇବାକୁ ଚେଷ୍ଟା କଲେ ବି ତାହା ଜଣା ପଡ଼ିଯାଏ । ଏ ପ୍ରକାର ପାପ ଯୋଗୁଁ ଅନେକ...
ବିପଦ ଆସିଲେ ଭାଙ୍ଗି ପଡ଼ନାହିଁ । ଦୁଃଖ କଷ୍ଟ ସହିଯାଅ । ବୁଝି ବିଚାରି କାମରେ ଲାଗିଯାଅ । ତେବେ ତୁମେ ମହାପୁରୁଷ ହୋଇପାରିବ । ଶତ୍ରୁ ତୁମଠାରେ ହାର...
ଦେଶର ଗୁପ୍ତ କଥା ବାହାରକୁ ଚାଲିଗଲେ ଶାସକ ଓ ପ୍ରଜା ସଭିଏଁ ମରିବେ । ଦେଶ ଛାରଖାର ହୋଇଯିବ । ଏଥିରୁ ଏତିକି ଶିଖ । ନିଜ ଜୀବନ ଯାଉ...
ଧିକ୍ ତୁମ ଧନକୁ ! ତାହା ଆଜି ଅଛି, କାଲି ନ ଥିବ । ଅନ୍ୟ ପ୍ରତି ଭଲ ଆଚରଣ ନ କରି ତୁମେ ଛୋଟ ହୋଇଯାଇଛ । ତୁମ...
ଆପଣଙ୍କ ମତାମତ