ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ ।
କଟକ ଜେଲ୍ରେ ଥିଲାବେଳେ ରାଜବନ୍ଦୀମାନେ ଥରେ ଆନ୍ଦୋଳନ କରି ଲାଠି ମାଡ଼ିର ସମ୍ମୁଖୀନ ହୋଇଥିଲେ ମାତ୍ର ସଫଳ ହୋଇଥିଲେ
ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ସହିତ ସଂଘର୍ଷ ବେଳେ ଜଣେ ପୋଲିସ୍ ଇନିସ୍ପେକ୍ଟର ସାମାନ୍ୟ ଆହତ ହେବା ଆଳରେ ପୋଲିସ୍ ପକ୍ଷରୁ ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ଉପରେ ପୋଲିସ ନିର୍ମମ ଅତ୍ୟାଚାର...
ବର୍ଷା ଯୋଗୁ ଲବଣ ସତ୍ୟାଗ୍ରହ ବନ୍ଦ ହୋଇଯିବାରୁ କଂଗ୍ରେସ କର୍ମୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦେଶୀ ଲୁଗା ଦୋକାନ ଓ ମଦ, ଗେଞ୍ଜଇ ଓ ଅଫିମ ଦୋକାନ ଆଗରେ ପିକେଟିଂ...
ଏ ପ୍ରସିଦ୍ଧ ଦାଣ୍ଡିଯାତ୍ରାରେ ସେତେବେଳେ ସାବରମତୀ ଆଶ୍ରମରେ ଥିବା ଓଡ଼ିଶାର ମୋତି ଦାସ ଯୋଗ ଦେଇଥିଲେ ।
୧୯୩୦ ଜାନୁଆରୀ ୨୬ ତାରିଖ ଦିନ ସମଗ୍ର ଦେଶରେ "ପୂର୍ଣ୍ଣ ସ୍ୱରାଜ ଦିବସ" ରୂପେ ପାଳନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି କଲେ ।
୧୯୨୮ ଜୁନ୍ ୧୭ ତାରିଖରେ ଉତ୍କଳର କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଛାଡ଼ି ସ୍ୱର୍ଗାରୋହଣ କରିଥିଲେ ।
୧୯୨୫ ମସିହାରେ ଅଖିଳଭାରତ ଚରଖା ସଂଘ ସ୍ଥାପନ କଲେ ଏବଂ ଭାରତର ସବୁ ପ୍ରଦେଶରେ ଏହାର ଶଖାମାନ ଗଢ଼ାଗଲା
୧୯୨୨ ମସିହା ଗୟା କଂଗ୍ରେସ ଅଧିବେଶନରେ ବ୍ୟବସ୍ଥା ସଭାରେ ପ୍ରକାଶ କରିବା ସମ୍ପର୍କରେ ମତଭେଦ ହୋଇ ପରିବର୍ତ୍ତନବାଦୀ ନେତା ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ କଂଗ୍ରେସରୁ ଇସ୍ତଫା ଦେଇ ସ୍ୱରାଜ ଦଳ...
ବିଜୟର ସ୍ମାରକୀ ରୂପେ ରାଜା ନରସିଂହଦେବ କୋଣାର୍କଠାରେ ସୂର୍ଯ୍ୟମନ୍ଦିର ନିର୍ମାଣ କରି ତା' ସହିତ ଜଣେ ଯୋଦ୍ଧା ପାଇକ ଅଶ୍ୱଟିକୁ ଧାରଣ କରି ସଦର୍ପରେ ଦଣ୍ଡାୟମାନ ହୋଇଥିବାର ମୂର୍ତ୍ତି ସଂଯୋଗ...
ଆପଣଙ୍କ ମତାମତ