ତେଲୁଗୁ ଭାଷୀ ଓ ଓଡ଼ିଆଭାଷୀଙ୍କ ଭିତରେ ସୀମା ନିର୍ଦ୍ଧାରଣ କରିଦେବା ପାଇଁ ଏହି କମିଟି ଉପରେ ଦାୟିତ୍ୱ ଦିଆଯାଇଥିଲା
ମଧୁସୂଦନ ଏହି ଯୋତା କାରଖାନାକୁ କାହାରିକୁ ହସ୍ତାନ୍ତର କରିବାକୁ ଚାହିଁ ନଥିଲେ ।
ନାରୀମାନଙ୍କ ଭିତରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ପ୍ରବଳ ଜାଗରଣ ଦେଖା ଦେଇଥିଲା । ଆନ୍ଦୋଳନ ଆରମ୍ଭରେ ଶ୍ରୀମତୀ ସରଳା ଦେବୀ ଅଗ୍ରଣୀ ହୋଇଥିଲେ ।
ଯାହାର ହୃଦୟ ଯେତେ ଉଚ୍ଚ ତା'ର ଦୁଃଖ ସେତେ ଗଭୀର ।
୧୯୨୧ ମସିହା ମଇ ମାସ ୧୩ ତାରିଖରେ କେନ୍ଦୁଝର ଗଡ଼ଠାରେ ପୂର୍ବ ଗଡ଼ଜାତର ପଲିଟିକାଲ୍ ଏଜେଣ୍ଟ୍ ରହିଥିବାବେଳେ ଶିବନାରାୟଣପୁର ସାହିର ମହନ୍ତ ଚେମ ତ୍ରିପାଠୀଙ୍କ ନେତୃତ୍ୱରେ ଯାଉଥିବା ଏକ ଶୋଭାଯାତ୍ରା...
ଅସହଯୋଗ ଆନ୍ଦୋଳନ ବେଳେ ଡେପୁଟି କଲେକ୍ଟର ଭଳି ଲୋଭନୀୟ ଚାକିରୀ ଛାଡ଼ି ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପରେ ଲୋକଙ୍କ ଭିତରେ ଉତ୍ସାହ ସୃଷ୍ଟି ହୋଇଥିଲା...
ମୁଣ୍ଡ ସାଙ୍ଗରେ ହାତ ନ ମିଶିଲେ ଅର୍ଥାତ୍ ବୁଦ୍ଧି ସହିତ କର୍ମର ସଂଯୋଗ ନ ହେଲେ ମନୁଷ୍ୟର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ନୁହେଁ
୧୯୦୩ ମସିହାରେ ରିଜଲେ ସର୍କୁଲାରରେ ଭାରତ ସରକାର ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକାଠି ମିଶାଇ ଦେବା ପାଇଁ ଚାହାଁନ୍ତି ବୋଲି ଜଣାଇ ଦେଇଥିଲେ ।
ବ୍ରିଟିଶ୍ ସରକାର ୧୮୦୪ ମସିହାରେ ଓଡ଼ିଶାକୁ ଦଖଲ କରିନେଇ ବଙ୍ଗ ପ୍ରଦେଶର ଅଂଶ ବିଶେଷ କରି ଓଡ଼ିଶା ଡିଭିଜନ୍ ନାମରେ ରଖି ଦେବାର ମାତ୍ର ୧୩ ବର୍ଷ ପରେ ବ୍ରିଟିଶ୍...
ସେଠାରେ କୌଣସି ଉନ୍ନୟନ କାର୍ଯ୍ୟ ତ ହେଲା ନାହିଁ, ପରନ୍ତୁ ସେଠାରେ ଓଡ଼ିଆ ଭାଷାକୁ ଲୋପ କରାଯାଇ ସେହି ପ୍ରଦେଶର ଭାଷାକୁ ସେଠାରେ କୋର୍ଟ, କଚେରୀ ବିଦ୍ୟାଳୟମାନଙ୍କରେ ପ୍ରଚଳନ ପାଇଁ...
ଆପଣଙ୍କ ମତାମତ