ଯାଅ ! ତୁମେ ଏ ଘରଛାଡି କୁଆଡେ ଯିବା ଦରକାର ନାହିଁ, କିନ୍ତୁ ମୁଁ ତୁମ ସାଙ୍ଗରେ ରହିପାରିବିନି । ମୁଁ ବିବେକ ଘରେ ରହିବି ।
“ବଡ଼ ହେବାପାଇଁ ଥାଏ ଯଦି ଇଚ୍ଛା, ବଡ଼ କର ଆଗ ନିଜ ମନବାଞ୍ଛା ।”
ସବୁ ସମୟର ଖେଳ । ସେ ଦିନ ଆପଣ ଯାହା ଚାହିଁଥିଲେ ଆମେ ମାନି ନେଇଥଲୁ । ଆଜି ଆପଣ ଯାହା ଚାହିଁବେ ତାହା ହିଁ ଆମେ ମାନିବୁ ।
ପବନର ଏମିତି ଦୁଷ୍ଟାମି ଦେଖି ଖିଲି ଖିଲି ହୋଇ ହସି ଉଠୁଥାଏ ମିକୁ । ହେଲେ ତାର ସେ ହସ କିଛି କ୍ଷଣରେ ଉଭେଇ ଗଲା ଯେବେ ହଠାତ୍ ଗୋଟେ...
ଖୋଲି ଦେଖେ ତ, ତାହା ଥିଲା ନିକଟରେ ଭୁବନେଶ୍ୱରରେ ଏକ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇଥିବା ନିଯୁକ୍ତି ପାଇଁ ଅଫର୍ ଲେଟର୍ ।
ମୋର ପ୍ରଥମ ପ୍ରେମିକା ହଠାତ୍ ଏମିତି ବାଟ ଭାଙ୍ଗି ଚାଲି ଗଲା । କାରଣ ମୁଁ ତାର ସ୍ୱପ୍ନର ରାଜକୁମାର ନଥିଲି । ତାର ରାଜକୁମାର ଆଉ କିଏ ଥିଲା...
ତା’ପରେ ଘୋଷଣା କଲେ, ରେଳବାଇ କ୍ୱାର୍ଟରର ସେହି ଝିଅଟି ଝରକା ବନ୍ଦ କରିଦେଇ ସବୁଦିନ ପାଇଁ କୁଆଡ଼େ ଚାଲିଗଲା ।
ଅନ୍ତତଃ ପଳାତକ ଭଳି ନିଭୃତକୋଣରେ ତ ମୃତ୍ୟୁ ଲଭିବିନି ।
ନ୍ୟାୟ ଦିଅ ! ନ୍ୟାୟ ଦିଅ ! ହେ ପରମ ଧର୍ମ ଭଟ୍ଟାରକ, ନ୍ୟାୟ ଦିଅ !
ଆପଣଙ୍କ ମତାମତ