ଆନ୍ତରିକତା ମୋ ଭିତରେ କ'ଣ ଏତେ ଜୀବନ୍ତ ହେଇଗଲା ଯେ ମୁଁ ଜାଣି ପାରିଲିନି ବାସ୍ତବତାକୁ
“ଆଚ୍ଛା ରହିଲି । ଯିବା ପୂର୍ବରୁ ଫୋନ କରିବି । ବାଏ ।” ସେପଟୁ ବିପ୍ଲବ ଫୋନ ରଖିଲା । ବିଦ୍ୟା ନିଶ୍ଵାସ ମାରି ଖାଇବାରେ ମନ ଦେଲା ।
କଣ ଜେଜେ ଚୁପ ହୋଇ ଗଲା ଯେ, ଗଣୁ ନାହାନ୍ତି ?
ଜନ୍ମ ବେଳେ ମୋ ଦେହର କଳା ରଙ୍ଗ ଦେଖି, ବଡ ଶରଧାରେ ବାପା ମୋ ନାଆ ରଖି ଥିଲେ କୃଷ୍ଣା । ଆଉ ତୁ, ଗୋରା ଚିକିଟା ପିଲାଟେ, ହିନ୍ଦି...
ବିଦ୍ୟା ମାଆ, ମତେ ଆଜି ପିଲାମାନଙ୍କ ପାଖରେ ଖାଇବାକୁ ଦେବ । ସମସ୍ତେ ଆଜି ସାଂଗ ହୋଇ ଖାଇବା ।
ପଢ଼ା ସରିଲା ପରେ ଭଲ ଚାକିରୀ ଖଣ୍ଡିଏ ପାଇଗଲେ , ହାତକୁ ଯେତେବେଳେ ଗୁଡାଏ ପଇସା ଆସିବ
ନାଇଁମ ସରୁ । ତୁମେ ଟିକେ ବସ , ତୁମେ ପାଖରେ ବସିଲେ ନା ମୋ ମଲା ଦେହରେ ପୁଣି ଜୀବନ ପାଉଛି , ଲାଗୁଛି ସତେ ଯେମିତି କିଛି...
ଏ ପୁରୁଷ ପ୍ରାଧାନ ସମାଜ ଯେତେ ଦିନ ଯାଏ ନିଜର ନଜର ବଦଳାଇ ନ ଥିବେ, ସମାଜ ର ସ୍ଥିତି ବଦଳିବା କଷ୍ଟ । ଆମକୁ ଝିଅଙ୍କ ନାମ ନୁହେଁ...
କହିଲେ, ଆରେ ହେଇ, ଏ କଣ କରୁଛୁ ? ଖୋଲନା ସେ ବନ୍ଦ ଝରକାକୁ ।
ମୁଁ ଜାଣିଥୁଲି ତୁ ନିଶ୍ଚୟ ଆସିବୁ । ଏ ଟେଲିଗ୍ରାମ୍ଟା ମୁଁ ହିଁ କରିଥୁଲି !
ଆପଣଙ୍କ ମତାମତ