ସେତେବେଳେ ପାଞ୍ଚହଜାର ଟଙ୍କାର ଦରମାରେ ଯେମିତି ଚାଲୁଥିଲା ଘର ଆଜିବି ପଚାଶ ହଜାର ଘରକୁ ଆସିଲେ ସେଇ ଏକାକଥା । ଯେଡେ ବାଉଁଶ ସେଡ଼େ ପୋଲ ।
କ'ଣ କହିବ, ଶୀଘ୍ର କୁହ । ଥଣ୍ଡା ଧରିବ । ଆଉ କ'ଣ ଆଗ ବୟସ ଅଛି ଯେ- ମୁଁ ଆମ କଇଁ ପୋଖରୀକୁ ଦି'ଭାଗ କରି ପହଁରୁଥିବି. ....
ସୁବଳ ସାନ୍ତରା ଚଅଁର ହଲାଇ ନାଚ ଆରମ୍ଭ କରେ- କିଏ ହେବ ମା' ମୋର କିଏ ହେବ ଖୁଡ଼ୀ, ହୁଳହୁଳି ନ ଦେଲେ ଲୋ' ହେବ ଆଣ୍ଠୁକୁଡ଼ୀ ।
ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟେକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁ ହୋଇଯାଏ- ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା
ତୁ ତ ଘରେ କିଛି କାମ ପାଇଟି କରିବୁ ନାହିଁ, ଭାତ ରାନ୍ଧିବୁ ନାହିଁ, ସବୁ କଥାରେ କଳି କରିବୁ, ସେଥିଲାଗି ଆଉ ଗୋଟାଏ ବୋହୂ ଆସୁଛି ।
ତୁମେ ଗୁହାରି କରିବ ଯାହାକୁ ମୁଁ ଜୁଆଁଇ କରିଛି ତାହାକୁ ।
ଏଗୁଡ଼ାକ ବାହାରକୁ ସପ୍ଲାଏ ହଉଚି । ଆମ ରାଜ୍ୟରେ ୟା'ର ମୂଲ କେହି ବୁଝନ୍ତି ନାହିଁ । କଲିକତାରେ ୟା'ର କୁଇଣ୍ଟାଲ ଚଉଦଶହ ଟଙ୍କା । ଯଦି ପୁରା ଶୁଖିଲା...
ସେ ବର୍ଷ ସେ ଉଚ୍ଚ ପ୍ରାଥମିକ ବୃତ୍ତି ପାଇବା ପରେ ଇଷ୍ଟେଟ୍ ଅଫିସର୍ ଖୁସି ହୋଇ କଟକର ଏକ ଅଢ଼େଇ ଗୁଣ୍ଠିଆ ସରକାରୀ ଜମି ପୁଅର ଅଙ୍କ ଶିକ୍ଷକ ଗୋଲକ...
ବାବୁ ଇଆଡ଼େ ଗପ ଉପରେ ଗପ ଲେଖି ଚାଲିଛନ୍ତି । ସମ୍ପାଦକ ଏଇଲେ ଅଗ୍ରିମ ଦେଇ କିଣି ନେବେ ସବୁ ।
ସାରିଆକୁ ଖୁବ ନିକଟକୁ ଟାଣି ଆଣି ସନିଆ ଗପ କହେ, ଏଇ ଭିଜା ଭିଜା ନିରୋଳା ରୂପେଲି ଜ୍ୟୋତ୍ସ୍ନା ବିଧୌତ ଜହ୍ନ ରାତିରେ
ଆପଣଙ୍କ ମତାମତ