ତମର କଣ ସନ୍ଧ୍ୟା ପରେ ଦେଢ଼ା ଲାଗେ କି ? ଆଉ ୧୦ ଟଙ୍କା ପକେଇଲେ ପାଞ୍ଚ ମିନିଟରେ ଘରେ ପହଞ୍ଚିବି । ପଇସା ଟିକେ କମ ନକଲେ ମୁଁ...
କଲେଜ୍ରେ ଯୋଉ ବେବିନାକୁ ମୋହରା ବନେଇ କେତେକେତେ ପୁଅଙ୍କୁ ବ୍ଲାକ୍ ମେଲିଂ କରି ସେ ଶେଷରେ ଚୟନ କରିଥିଲା ଏଇ ଶୁଭକାନ୍ତକୁ ।
ସିଏ ନିତ୍ୟାନନ୍ଦ ସାର୍ଙ୍କ ଠାରୁ ବଡ଼ ନ ହୋଇପାରେ କିନ୍ତୁ ଷାଠିଏ ବର୍ଷରୁ ଯେ ଗୋବର୍ଦ୍ଧନ ଅଧିକ ହୋଇପାରିବ ନାହିଁ ଏକଥା କହିବାର ମୂର୍ଖତା ସାର୍ କୁଆଡ଼େ କରିଛନ୍ତି
ଡାରଉଇନ୍ଙ୍କ ବିବର୍ତ୍ତନବାଦଠୁ, ମେଣ୍ଡାଲ୍ଙ୍କ ବଂଶାନୁକ୍ରମର ବିକାଶ. . . କେହି ତ କହିନାହିଁ-ପୂଜା କଲେ, ପିଲା ହୁଏ ।
ନାହିଁ, ନାହିଁ, ଏହିଟା ଅବଶ୍ୟ ମୋର ନିଜର ଅନୁମାନ । ରାଜେଶ୍ୱରଠାରୁ କିନ୍ତୁ ଏ ସମ୍ୱନ୍ଧରେ ମୁଁ କୌଣସି କଥା ଶୁଣି ନାହିଁ । ଉମାକୁ ବାହା କରିବା ପାଇଁ...
ଜାଣ, ତୁମେ ଏ ମନ୍ଦିରର ଇତିହାସ । ମୁଁ ମାଳି ନୁହେଁ, ମୁଁ ଭକ୍ତ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମପରି ପଥିକ ମଧ୍ୟ ନୁହେଁ ।
ମଲା ଯା' । କନ୍ୟାଟାଏ କ'ଣ ପଡ଼ିଆରେ ପଡ଼ିଛି ଯେ ଧାଇଁ ଯାଇ ଗୋଟାଇ ଆଣିଲେ ହେଲା । ଚମ୍ପାଟା ଯୋକ ପରି ଲାଗି ରହିଛି ।
ସାତ ଦିନ ପୂରିଥିଲେ ମୁଁ ଆପେ ଯାଇ ତାକୁ ସାଙ୍ଗରେ ଧରି ଆସିଥାନ୍ତି । ସେ କାଇଁକି ଏମିତି କୁକର୍ମ କଲା, ସେ ଆତ୍ମଘାତୀ । ତୁମମାନଙ୍କ ସାଙ୍ଗରେ ମିଶି...
ବାପା ମାଛ ଧରିବା ପାଇଁ ଅନ୍ୟ ନୋଳିଆ ଭାଇମାନଙ୍କ ସହିତ ସକାଳୁ ସମୁଦ୍ରକୁ ଗଲାପରେ ଆପନ୍ନା ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଥାଏ ।
ଯାହା କରିଛୁ, ଠିକ୍ କରିଛୁ । ସେଥିପାଇଁ ମନକଷ୍ଟ କରିବାର କିଛି କାରଣ ନାହିଁ । ପଦାର୍ଥ ବିଜ୍ଞାନର ଛାତ୍ର ହେଲୁ ବୋଲି କାମ ବିଜ୍ଞାନ ପଢ଼ିବୁ ନାଇଁ- ଏମିତି...
ଆପଣଙ୍କ ମତାମତ