ସ୍ୱାମି କୁ ଦେଖେଇ କହିଲା ଆମ ଗାଁ ସୁର ଦାଦାଙ୍କ ପୁଅ ତୁମକୁ କହିଥିଲିନା ୟାଙ୍କ ବିଷୟ ରେ ଆଉ ମତେ ପରିଚୟ କରେଇଲା - ଏ ମୋର ସ୍ୱାମି...
ନେତା ଜଣଙ୍କ ମାଂସ ଖାଉ ଖାଉ ରଶିମ ମିଆଁ କୁ ଖୁବ ଭଲ ମାଂସ, ପୁରା କଅଁଳିଆ ମାଂସ, ବହୁତ ଟେଷ୍ଟି ଅଛି, ଭଲ ଦେଇଛି ବୋଲି ତାରିଫ କରୁଥିଲେ...
ଆଖିରେ ଲୁହ ର ଢେଉ ବାଡ ଭାଙ୍ଗି ଧସେଇ ପସୁଥିଲା । କହିଲି ହଁ ମା ଆମ୍ବ ବହୁତ ମିଠା ଥିଲା।
ସେତେବେଳେ ବୋଉ ନନ୍ଦୁ ଖୁଡି କଥା ହେଉଥିଲେ ଆମ ବାହାଘର କରେଇବାକୁ ନେଇ । ମୁଁ କିନ୍ତୁ ରୋକଠୋକ୍ ମନା କରିଥିଲି ଏ ଗଧୁଣି କୁ କିଏ ବାହାହେବ ।
ବେଳେ ବେଳେ ଶୋଭା ଭାବେ ପଚାରିବ ବୋଲି, ଏଇ ବାସି ମୋଟା ରୁଟି ଉପରେ ବାସି ମସଲା ଦିଆ ପିଜା କଣ ଏମିତି ଭଲ ଲାଗୁଚି ??? କିନ୍ତୁ କେବେ...
ଓଃ. . . ଭଦ୍ରମହିଳା ତେବେ ଉପକୂଳବର୍ତ୍ତୀ ଅଞ୍ଚଳର । କର୍ପରେସନ୍ରେ କାର୍ଯ୍ୟ କରନ୍ତି । ଆଜି ଫେରୁଥିବେ ଘରୁ । ରାସ୍ତା କ୍ରସ୍ କରୁ କରୁ ଦୁର୍ଘଟଣା ।...
ଧୀର ସ୍ୱରରେ କହିଲେ- "ଦେବୀମା"ଙ୍କ କୋଳ ପୁଅକୁ ଅଚିହ୍ନା ଲାଗୁଥିବ କାନ୍ଦୁଚି ତ କାନ୍ଦୁ ।"
ଯାହାଙ୍କୁ ଜାଣିବାକୁ ମୁନିଋଷି ବି ସମର୍ଥ ହୋଇନାହାନ୍ତି, ତାଙ୍କ ସମ୍ପର୍କରେ ମଣିଷ ଛାର, ଜାଣିପାରିଛି ବୋଲି ଦମ୍ଭ ଧରିବା ଠିକ୍ ନୁହେଁ । ସେ ରାଗିବେ ତ. . ....
ଯଦୁମଣିବାବୁ ତାଙ୍କ କନ୍ୟାକୁ ନେଇ ଯାହା ଇଚ୍ଛା କରିପାରନ୍ତି ଏବଂ ସେଥିରେ କାହାରି କିଛି କହିବାର ନାହିଁ, କିନ୍ତୁ ସାଇପଡ଼ିଶାର ଲୋକେ ପୁଅ ଝିଅ ଘେନି ଘର କରୁଥିବା ଅବସ୍ଥାରେ...
ବ୍ୟାକୁଳ ଅଧୀର ଭାବରେ ସେ କାହାର ଆଶ୍ରୟ ଲୋଡ଼ି ବସିଲା, ମାତ୍ର ସେପରି ସୁନାକୁ କିଏ ଛୁଇଁବ । ସେ ଯେ ଥିଲା ଦିନେ ଭିକାରୁଣୀ- ଅଛୁଆଁ ଘରର ଝିଅ...
ଆପଣଙ୍କ ମତାମତ