ସତେ ଯେମିତି ଗାଁ ଦାଣ୍ଡର ଅଳିଆ, ଆବର୍ଜନା, ମାଟିଗୋଡ଼ି ସାଙ୍ଗକୁ ସାମୟିକ ଭାବରେ ଆମର ବାସ୍ତବତା ମଧ୍ୟ ଧୋଇ ନେଇଥିଲା ଶ୍ରାବଣ ।
ହେ କ୍ରୁରା ନାରୀ, ଏବେ ତୁମେ ଏକା ସାଙ୍ଗରେ ତିନୋଟି ମୃତ୍ୟୁକୁ ଅବଲୋକନ କରି ପ୍ରସନ୍ନ ହୁଅ ।
ସତୀନାରୀ ଭାବେ ଜୋରଜବରଦସ୍ତି କରି ବିଡ଼ାନାସୀ ମଶାଣିରେ ବାଜା ବଜାଇ, ମୋତେ ସଜାଇ ଅଗ୍ନିରେ ନିକ୍ଷେପ କରାଯାଇଥିଲା । ସେହିଦିନଠାରୁ ହୁଏତ ଏ ମଶାଣିର ନାମ ସତୀଚଉରା । ସତୀଚଉରାର...
ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁଲୋକେ ଜାଣନ୍ତି, ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧକରି ତିନିଜଣ ଚୋର ଘର ଭିତରେ ପଶିଲେ । ସିଂହାଣୀ...
ଦେହରେ ତା'ର ଖଣ୍ଡେ ଲୁଗା । ସେଥିରୁ କାନିଏ ପିନ୍ଧି ଆର କାନିରେ ପିଠିର ଦଶପଣ ଆବୃତ କରିଥିଲା । ସତର ବର୍ଷର ସୁପରିଚିତ ଗାଁଟିକୁ ଛାଡ଼ି ସେ ଯେଉଁ...
ଦେଖି, ଦେଖି, ତୋ ମୁହଁଟା କ୍ରିମିନାଲ୍ ପରି ଦିଶୁଛି ନା ନାହିଁ । ଆବେ ତୁ'ଟା ଶକତ ମାଇଚିଆ ଭଳି ଦିଶୁଛୁ । କ'ଣ କରିକି ଆସିଛୁ ? ଆଁ,...
ସେ ଗୋଟିଏ ମାୟାବୀ ରାକ୍ଷସ । ଏମିତି ରାଜପୁତ୍ରମାନଙ୍କୁ ଗଭୀର ଅରଣ୍ୟକୁ ନେଇ ସେ ହତ୍ୟା କରେ ।
ମୁଁ ଜଣେ ନୂଆ ଲେଖକ, ମାତ୍ର ଲେଖିଚି ପୁରାପୁରି ପ୍ରାଚୀନ ରୀତିରେ । ଏ ଖଣ୍ଡିକୁ ଛାଡ଼ି ତିନି ଚାରି ଖଣ୍ଡ ପାଣ୍ଡୁଲିପି ଲେଖି ରଖିଚି, ଛପାଇ ନାହିଁ ।...
ସାମାନ୍ୟ ଗୋଟେ ଚିତ୍ରଟା ପାଇଁ ଆପଣଙ୍କ ପରି କଳାକାର ଆଦୌ ବିଚଳିତ ହେବା ଉଚିତ୍ ନୁହେଁ । ଚିତ୍ରଟା ଫେରି ପାଇନଥିଲେ ମଧ୍ୟ ମୁଁ ମୋଟେ ମନ ଦୁଃଖ କରିନଥାନ୍ତି...
ଏ ସମୟରେ ଟୋକା ୱାଡର ଜଣେ କାନରେ ଫୋନ୍ ଧାରଣପୂର୍ବକ ଧାଇଁଆସି କହିଲା- ସାର୍, ମୋ ସ୍ତ୍ରୀ ପଚାରୁଚି ଆପଣ କଣ ସତ ଅଦାଲତରେ କହିବେ ଏକ୍ସକ୍ୟୁଜ୍ ମି’ ଯାହା...
ଆପଣଙ୍କ ମତାମତ