ଫୁଲ ତୋଳିଦିଏ ସିନା ମାଳ କରିବାଟା ମୋତେ ଆଦୌ ଜଣା ନାହିଁ ତେଣୁ ମୁଁ ବୋଉକୁ ଅଳି କରେ ମାଳଟୀଏ ଗୁନ୍ଥି ଦେବା ପାଇଁ, ହେଲେ ମୋ ବୋଉ କାର୍ଯ୍ୟ...
ଆଜି ଘର ସାମ୍ନାରେ ସାମାନ୍ୟ କିଛି ଟଙ୍କା ଲୋଭରେ ନିଜ ବୃଦ୍ଧ ସ୍ୱାମୀଙ୍କ ଦାହ ସଂସ୍କାର ନକରି, ସାମ୍ନାରେ ଅଣ୍ଟା ନଇଁଯାଇଥିବା ବୁଢୀକୁ ଦେଖି ଘୃଣାରେ ଭରି ଉଠୁଥିଲା ଡକ୍ଟର...
ଏଇତ ଦୁନିଆଁ । ସବୁ ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଆସେ ଆଉ ଆପେ ଆପେ ଭାଙ୍ଗିଯାଏ । ଫୁଲ ଫୁଟିବାର ଋତୁଟି ଧୂଆଁଳିଆ ଦିଶେ ।
କି ମର୍ଯ୍ୟାଦା କଥା ମୋତେ ଶୁଣାଉଛୁ ବେ ? ପରିସ୍ଥିତି ସବୁ ମର୍ଯ୍ୟାଦା- ଅମର୍ଯ୍ୟାଦା ସୃଷ୍ଟି କରିଥାଏ । କିଏ ସାରା ଜୀବନ ତା' ମର୍ଯ୍ୟାଦାକୁ ଜାବୁଡ଼ି ଧରିଛି, ଆଁ...
ତେବେ ଏତିକି କେବଳ ବୁଝେ, ଦୁନିଆଁ ଭିତରେ ନାନା ଉପାୟରେ, ନାନାରୂପ ଓ ଭେକ ଧରି ଜଣେ ଜଣକୁ ଠକିବା ଛଡ଼ା ଆଉ କିଛି ନାହିଁ ।
କେମିତି ପାଠ ପଢ଼ିବି ? ବାପାଙ୍କ ପାଇଁ ରୋଷେଇ କରିବ କିଏ ? ବିଲକୁ ଭାତ ନେବ କିଏ ? ବଳଦକୁ ତୋରାଣି ନଡ଼ା ଦେବ କିଏ ? ବାପା...
କେହି କେହି ଅଭିଯୋଗ ଅବଶ୍ୟ କରୁଥିଲେ ଯେ ନନ୍ଦକିଶୋର ନିଜ ଲାଗି ସମର୍ଥନ ଯୋଗାଡ଼ ନିମନ୍ତେ ନିଜେ ହିଁ ନିଜ ପିଲାଙ୍କ ଉପରେ ଆକ୍ରମଣର ଯୋଜନା କରିଥିଲା- ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅସୁବିଧାରେ...
ବାଲ୍କୋନୀରେ ବସି, ମାଉସୀ ସେମିତି ଗପୁଥିଲେ, ନିର୍ବିକାର ଭାବେ । ନିଜ ଭାବନା ରାଜ୍ୟରେ ସେ ମଗ୍ନ ଥିଲେ । ବର୍ଷାର ବେଗ ବଢିଚାଲିଥିଲା ।
ଇଚ୍ଛାହୁଏ ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ । ଆକାଶ ଓ ଜହ୍ନ, ଫୁଲ ଓ ପ୍ରଜାପତି ଏସବୁ ବିଷୟରେ ତା ସହିତ ଚର୍ଚ୍ଚା କରିବାକୁ ଚାହାଁନ୍ତି...
ଅଫିସ୍ ରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ପ୍ରାୟ କଥା ହେଇ ପାରନ୍ତିନି । ବସ୍ ରେ ବି ଭିଡ ରହେ ତେଣୁ କଥା ହେଇ ହୁଏନି ହୋ ହାଲ୍ଲା ଭିତରେ...
ଆପଣଙ୍କ ମତାମତ