ମା, ଅନେକ ଥର ତାକୁ ଡାକିଲେଣି । ସେ ବୋଧେ ଶୁଣି ପାରିନି । ସେ ଭବୁଛି ରାଜ୍ ତାର ସବୁଠୁ ପ୍ରୀୟ ସାଙ୍ଗକୁ ଛାଡି ଯାଇ ପାରିଲା କିପରି!...
ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡି ଗଲା, ବଳଦ ବିକା ଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ...
ସାଇଭାଇ ଚାହୁଁଥାନ୍ତି କିଛି ପଇସା ବାବୁ ଦେଲେ ଗୋଟିଏ ବ୍ରାହ୍ମଣକୁ ଡ଼ାକି ପ୍ରେତ ଶାନ୍ତି କରାନ୍ତେ । ଭୋଜିଭାତ କରି ଶୁଦ୍ଧିକ୍ରିୟା ସାରିଦିଅନ୍ତେ । ବାବୁ କୃପଣ ଆଉ ନିର୍ଦ୍ଧୟ...
ମୋ ପାଇଁ ମୋ ପ୍ରେମ ହିଁ ମୋ ଜୀବନ । ବଡ଼ ଚାକିରୀରେ କ'ଣ ଥାଏ । ପଇସା ତ ହାଡ଼ି କମାଉଛି । ଆମେ ଇଚ୍ଛା କଲେ କ'ଣ...
ଆଖି କ୍ରମେ ଓଦା ହୋଇ ଆସିଲା । ତା'ପରେ, ଦୁଇ ଟୋପା ଲୁହ ନିଗିଡି ତଳେ ପଡିଗଲା । ସେ କଣ କହିବ ବୋଲି ଚେଷ୍ଟା କଲା, ଓଠ କୋଣ...
ତୁମ ଭିତରେ ଗୋଟିଏ ବି ପିପାସାର ଢେଉ ନଥିଲା । ତୁମ ଆଖିରେ କାମନାର ଶିଖାଟିଏ ଜଳୁନଥିଲା । ତୁମେ କହିଥିଲ ଆମ ଜୀବନରେ ଏମିତି ଝଡ଼ ବିକ୍ଷୁବ୍ଧ ରାତି...
ବୁଢ଼ା ଦେହରେ ଆଶ୍ୱାସନାର ହାତ ବୁଲାଇ ଆଣିବାକୁ ଏଠି କୌଣସି ଦେହ ଜୀବିନୀଠାରେ ଘୃଣା ତିଳେ ନାହିଁ ।
ଚାହାଳିକୁ ଯାଇ ଅକ୍ଷର ଚିହ୍ନିବା ଶକ୍ତି ହାସଲ କରିବା ଦୂରେ ଥାଉ, ଖାଇବା ପିନ୍ଧିବା ଛଡ଼ା ଆଉ କିଛି କାମ ତାହାକୁ ଆସେ ନାହିଁ- ଦୁନିଆଁର ସମ୍ପୂର୍ଣ୍ଣ ଅନାବଶ୍ୟକ ।
ତୁ ଯଦି ସ୍କୁଲ୍ରେ ପଢିଥାନ୍ତୁ ତୋତେ ସେମାନେ ସୁଯୋଗ ଦେଇଥାନ୍ତେ ।
ମାତ୍ର ଆମର ଏ ଦେଶ ଗଣତନ୍ତ୍ର । ଏଠି ଗୋଟେ ଘୋଡ଼ାଠାରୁ ଦିଇଟି ଗଧଙ୍କର ମୂଲ୍ୟ ବେଶି । କାରଣ ଗୋଟେ ଘୋଡ଼ାର ଗୋଟିଏ ଭୋଟ୍, ଯୋଡ଼େ ଗଧଙ୍କର ଦିଇଟି...
ଆପଣଙ୍କ ମତାମତ