ଆଜିକାଲି ତ ନିଜେ ଠିକ୍ କରୁଛ ଆଗରୁ କଥାବାର୍ତ୍ତା, ବୁଲାବୁଲି, ମଉଜମସ୍ତି ସବୁ, ବେଳେବେଳେ ଗୋଟାଏ ଘରେ ରହିବି ଯାଉଛ । ଖାଲି ଯାହା ବିଧି ରକ୍ଷାକୁ ବାହାଘର, ଚକ୍ଷୁ...
ନିରୁପମ ବାକ୍ୟୋଚ୍ଚାରଣ ନ କରି ଉଠି ଠିଆହେଲା ଏବଂ ଧୀରେ ଧୀରେ ହେମକୁ ବକ୍ଷ ଦେଶକୁ ଟାଣି ଆଣି ତା'ର ସ୍ୱଚ୍ଛ ଲୋତକକୁ ଚୁମ୍ୱନ କଲା । ଚାମେଲୀଠାରେ ସେ...
ମାଂସ ପଲାଉ ଖାଇ ବାବୁଙ୍କ ପାଦ ଲେହନ କରି ପରାଧୀନ ଭାବରେ ଚେନ୍ରେ ବନ୍ଦୀ ଅପେକ୍ଷା ସ୍ୱାଧୀନ ଭାବରେ ଏଇ ପଚାମାଂସ ମୋ ପାଇଁ ଭାରି ଭଲ ।
ଜୀବନଟାକୁ ନିଜ ସର୍ତ୍ତରେ ଜୀଇଁବାକୁ ପଡ଼େ । ସବୁବେଳେ ସାଲିସ୍ କରି ବଞ୍ଚୁଥିବା ମଣିଷମାନେ, ପ୍ରକୃତ ପକ୍ଷେ ମଣିଷ ନୁହଁନ୍ତି, ମଣିଷ ଚେହେରାରେ ସେମାନେ ଗୋଟେ ଗୋଟେ ଅମେରୁଦଣ୍ଡୀ ପ୍ରାଣୀ...
ଶ୍ରୀମତୀ ଚିଫ୍ଙ୍କର ମନେ ପଡ଼ିଲା ମୋ କଥା । ତାଙ୍କ ଘରେ କର୍ତ୍ତବ୍ୟରତ ଜେ.ଇ., ଏନ୍.ଏମ୍.ଆର୍., ଡି.ଏଲ୍.ଆର୍. ପିଅନ୍ମାନେ କାଳେ ପଇସାରେ, ମାପ ଓଜନରେ ଠକିଦେବେ କିମ୍ୱା ଭଲ ଗୁଣମାନର...
ବହୁତ ଖୁସି ହେଲି । ତମ ବାପା ତ ମୂକ ବଧିର ଭଳି ବସିଥିବ ଆଉ ତମର ଚାକିରୀ ପାଇଁ ଟିକେ ମାତ୍ର ଖୁସି ହୋଇନଥିବ । ତେବେ ତମ...
ସେହି ଅନୁପମା ନାରୀ ଯେଉଁଠାରେ କ୍ଷଣିକ ପାଇଁ ସ୍ଥିର ହୋଇ ଠିଆ ହେଉଥିଲେ ସେ ଅଞ୍ଚଳ ଆଲୋକିତ ହୋଇ ରହୁଥିଲା । ସେ ପୁଣି ଆଗକୁ ଆଗକୁ ଯିବାବେଳେ ଅରଣ୍ୟର...
ପାଉଁଜିର ଶବ୍ଦଟା ଆମଠୁଁ ଟିକେ ଦୂରରେ ଥିବା ଗହଳିଆ ବୁଦା ସେପଟୁ ଆସୁଥିଲା, ଟିକିଏ ନିରୀକ୍ଷଣ କରି ସେପଟୁକୁ ଦେଖିଲା ବେଳକୁ ଦୂରରୁ କିଛି ଗୋଟେ ଚିକ୍ ଚିକ୍ କରୁଥିଲା...
ସବୁଦିନ ଶହଶହ ଶବସତ୍କାର କରି ହାତ ଚିକ୍କଣ ସମସ୍ତଙ୍କର । କେବଳ ଆମମାନଙ୍କର ଜୀବନ ନିଉଛୁଣ । ଏ ଗାଡ଼ି ବୁକିଂ ପାଇଁ ଆପଣ ଯେଉଁ ଟଙ୍କା ଡିପୋଜିଟ୍ କରିଛନ୍ତି,...
ପ୍ରୀତିର ସେଥିପ୍ରତି ଖିଆଲ ନ ଥିଲା । ମୀରାର ରୋଗଶଯ୍ୟା ପାଖରେ ସେ ବସି ରହିଥିଲା ମୃଣୟୀ ପ୍ରତିମାଟିଏ ପରି ରାତି ରାତି ଅନିଦ୍ରା ହୋଇ ।
ଆପଣଙ୍କ ମତାମତ