ଦେଢ଼ଶୁରଙ୍କର ପାଟିରେ ଗୋଟାପଣେ ଥରି ଉଠିଲା ପ୍ରମିଳା । କାହିଁକି ଏତେ ରାନ୍ଧୁଚି ? ଘରେ ଖାଇବାକୁ ପରା କେତେ ଲୋକ ? କାହା ପାଇଁ ରନ୍ଧା ହେଉଚି ସବୁ...
ସେ କିନ୍ତୁ କିଂକର୍ତ୍ତବ୍ୟବିମୂଢ଼ । ସେ ନିଜେ ପରିବାର ପାଇଁ ଯେତିକି ଅଦରକାରୀ ହୋଇପଡ଼ିନି, ତା'ଠୁ ବେଶି ଅଲୋଡ଼ା ହେଇ ପଡ଼ିଛନ୍ତି ତା' ଫାଇଲ୍ ଭିତରେ ଥିବା ନିଜ ସାର୍ଟିଫିକେଟ୍...
ରୋଜୀ ହସି କହେ ବାପା ମାନେ ବାପା । ରହ ମୁଁ ତାଙ୍କ ଫଟୋ ଦେଖାଇବି । ଖବର କାଗଜରୁ ଚିରି ରଖିଛି ।
ଅନିଚ୍ଛା ସତ୍ଵେ ନିଜର ବ୍ୟାଗ୍ଟିକୁ ପାଖ ସିଟ୍ରେ ରଖିଲା । ଯାହା ହେଲେବି ସିନିଅର୍ ଅଫିସର୍ । ତାଙ୍କ ହାତରେ ଚାକିରୀ । ତାଙ୍କୁ ଖୁସି ନରଖିଲେ ଚାକିରି ଚାଲିଯିବା...
ଯଦି ଆଜି ତୁମେ ହଁ ନ କୁହ ତେବେ ମୁଁ ଛାତରୁ ଡେଇ ଆତ୍ମହତ୍ୟା କରିଦେବି, ଆଉ ତା ପରେ ତାର ଆଉ ଜଣେ ସାଙ୍ଗ ସୁବ୍ରତକୁ ଫୋନ୍ ଦେଇଦେଲା...
ଏକସ୍ତରୀ ମସିହା ବାତ୍ୟାଠାରୁ ଏ ବାତ୍ୟା ବଳିଗଲା । ମହାବାତ୍ୟା ଇଏ ! ସମୁଦ୍ର ଆଜି ପ୍ରଳୟମୁଖା ହେଇଛି । ଯେମିତିକି ମାଟିର ଚିହ୍ନ ବର୍ଣ୍ଣ ରଖିବ ନାହିଁ ।...
ତାର ପୁରୁଷ ବନ୍ଧୁମାନେ..ପତଙ୍ଗମାନଙ୍କ ପରି ତା ଆଖପାଖରେ ଘୂରିବୁଲନ୍ତି କିଛିକାଳ । ସେମାନଙ୍କ ଭିତରେ କ୍ଷୁଦ୍ର ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୁଏ । ଯେ ଜିତିଲା ମନିଷା ଓବେରୟ ତାର ।...
ସମସ୍ତେ ତ ସବୁବେଳେ ଝିଙ୍ଗାସ କରୁଥାନ୍ତି । ଖାଲି ସେ ଘରେ ଥାଆନ୍ତି ବୋଲି କିଛି ଦୁଃଖ ମତେ ଦୁଃଖ ପରି ଲାଗୁ ନଥାଏ । ସେ ନ ଥିଲାବେଳେ...
ସରପେଞ୍ଚ ! ଏହି ଦସ୍ତଖତଠାରୁ ଟିପ ଚିହ୍ନ ଭାରି ଟାଣ ଆଉ ଏହି ଦସ୍ତଖତ କରୁଥିବା ମଣିଷଙ୍କ ଠାରୁ ଟିପଦିଆ ମଣିଷଗୁଡ଼ା ଟିକେ ବିବେକୀ ।
ମଙ୍ଗୁଳିବାବୁଟା ତା' ସାଙ୍ଗରେ ଏଭଳି ବିଶ୍ୱାସଘାତକତା କରିବ ବୋଲି ସେ କଦାପି ଭାବି ନ ଥିଲା । ଖାଲି କ'ଣ ମିଛଟାରେ ନକ୍ସଲମାନେ ପୁଲିସ୍ଙ୍କୁ ଧରି ବାଡ଼ଉଛନ୍ତି !
ଆପଣଙ୍କ ମତାମତ