ତାର ପୁରୁଷ ବନ୍ଧୁମାନେ..ପତଙ୍ଗମାନଙ୍କ ପରି ତା ଆଖପାଖରେ ଘୂରିବୁଲନ୍ତି କିଛିକାଳ । ସେମାନଙ୍କ ଭିତରେ କ୍ଷୁଦ୍ର ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୁଏ । ଯେ ଜିତିଲା ମନିଷା ଓବେରୟ ତାର ।...
ସମସ୍ତେ ତ ସବୁବେଳେ ଝିଙ୍ଗାସ କରୁଥାନ୍ତି । ଖାଲି ସେ ଘରେ ଥାଆନ୍ତି ବୋଲି କିଛି ଦୁଃଖ ମତେ ଦୁଃଖ ପରି ଲାଗୁ ନଥାଏ । ସେ ନ ଥିଲାବେଳେ...
ସରପେଞ୍ଚ ! ଏହି ଦସ୍ତଖତଠାରୁ ଟିପ ଚିହ୍ନ ଭାରି ଟାଣ ଆଉ ଏହି ଦସ୍ତଖତ କରୁଥିବା ମଣିଷଙ୍କ ଠାରୁ ଟିପଦିଆ ମଣିଷଗୁଡ଼ା ଟିକେ ବିବେକୀ ।
ମଙ୍ଗୁଳିବାବୁଟା ତା' ସାଙ୍ଗରେ ଏଭଳି ବିଶ୍ୱାସଘାତକତା କରିବ ବୋଲି ସେ କଦାପି ଭାବି ନ ଥିଲା । ଖାଲି କ'ଣ ମିଛଟାରେ ନକ୍ସଲମାନେ ପୁଲିସ୍ଙ୍କୁ ଧରି ବାଡ଼ଉଛନ୍ତି !
ଘରେ ଶାଶୁ ଶ୍ୱଶୁରଙ୍କ ଆଗରେ ଜିନ୍ ପ୍ୟାଣ୍ଟ୍ ଓ ଗଞ୍ଜି ପିନ୍ଧି କଲା ଚଲାବୁଲା । ହାତରୁ କାଢ଼ିଦେଲା ପାଣି କାଚ । ବିକାଶ ସଙ୍ଗେ ସବୁବେଳେ ଦିନରାତି କବାଟ...
ଗାଁର ବସବାସ କରୁଥିବା ବାସିନ୍ଦାମାନଙ୍କୁ ଯୋଡ଼ ହସ୍ତରେ ସମ୍ୱୋଧନ କଲେ- ଏଠାରେ ରହଣିକାଳ ମଧ୍ୟରେ ମୋର ଦୋଷ ତ୍ରୁଟି ଥିଲେ ମାର୍ଜନା କରିବେ ।
ପରପୁରୁଷକୁ ଅବଲୋକନ କରିବାର ଧୃଷ୍ଟତା ପାଇଁ ଏକମାତ୍ର ଶାସ୍ତି ମୃତ୍ୟୁଦଣ୍ଡ ।
ମୁଁ ବାପାଙ୍କ ଶବ ସହ ଯାଇପାରିବିନି । ସେ ଭିତରେ କିଏ ବସିବ ମ । ତମେ ତମର ଯାଅ । ଆମ ଗାଡ଼ିରେ ମୁଁ ଯିବି । ତମେ...
ମୋ ବାପା କିନ୍ତୁ କାହା ପାଖରେ ହାତ ପତେଇବାକୁ ଭଲ ପାଆନ୍ତିନି, ନଥିଲେ ଭୋକ ଉପାସରେ ରହିଯିବେ ସିନା ଘର କଥା ପଦାରେ ପକେଇବେନି ।
ସ୍କୁଲ୍ ବେଳର ସେଇ ଘଟଣା ପାଇଁ ମୁଁ ଆଜି ପର୍ଯ୍ୟନ୍ତ ତମକୁ ଡରକୁରା ଓ ସ୍ୱାର୍ଥପର ବୋଲି ଭାବୁଥିଲି । ହେଲେ ତମେ ମୋତେ ଭୁଲ୍ ପ୍ରମାଣିତ କରିଦେଲ ।...
ଆପଣଙ୍କ ମତାମତ