ନାଥ ସମ୍ପ୍ରଦାୟ ଗୋଟିଏ ଧର୍ମୀୟ ପନ୍ଥା ହୋଇଥିବାରୁ ଏମାନେ କୌଣସି ଋଷିଙ୍କର ବଂଶଧର ନୁହଁନ୍ତି ।
ମୁଁ ଗୋପୀମାନଙ୍କ ପଛେ ପଛେ ଚାଲିଥାଏ ଯେପରିକି ସେମାନଙ୍କ ଚରଣର ଧୂଳି ଉଡ଼ି ମୋ ଉପରେ ପଡ଼ିବ ଓ ମୁଁ ପବିତ୍ର ହୋଇ ଯିବି ।
ଜ୍ଞାନ ଅର୍ଜନ କଲେ ଶୁଦ୍ରଟି ସ୍ୱତଃ ବୁଦ୍ଧ ବା ବ୍ରାହ୍ମଣରେ ରୂପାନ୍ତରିତ ହୋଇ ଯାଏ ! ଏଥି ପାଇଁ ଜଗତର କୌଣସି ପ୍ରମାଣପତ୍ରର ଲୋଡ଼ା ନାହିଁ !
ଶିଶୁ କନ୍ୟାଟି ପ୍ରତି ସମସ୍ତଙ୍କର ‘ଆହା’ ପଦ ଭିତରେ ଯେ ତା’ର ପିତୃପରିଚୟ, ଜନ୍ମ ସମ୍ବନ୍ଧିତ ପ୍ରଶ୍ନ, ତା’ର ଆକସ୍ମିକତାରେ ଆଗମନୀର ଶୁଭ ବା ଅଶୁଭ ସେଙ୍କତ ଆଦି କୁତ୍ସ...
ଓଡ଼ିଆ ବିଦ୍ୱାନମାନେ ଅଳ୍ପ କଥାରେ ସନ୍ତୁଷ୍ଟ ହୋଇ ଅଧିକ ଅନୁସନ୍ଧାନ କିମ୍ୱା ତଥ୍ୟ ସଂଗ୍ରହ କରି ତାହାର ସଂରକ୍ଷଣ ଦିଗରେ ଆଗଭର ହୋଇ ନାହାନ୍ତି ।
ଏବେ ସାଧାରଣ ବର୍ଜ୍ୟ ବସ୍ତୁ ଅପେକ୍ଷା ଇ - ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ସମସ୍ୟା ପରିବେଶର ଦ୍ରୁତ ଅବକ୍ଷୟ ପାଇଁ ଦାୟୀ
ପୂର୍ବ ଜନ୍ମରେ ଗୋପୀଙ୍କ ମଧ୍ୟରୁ ଅନେକ ମୁନିଋଷି ଥିଲେ, ଯେ ଶ୍ରୀରାମଚନ୍ଦ୍ରଙ୍କୁ ଆଲିଙ୍ଗନ କରିବାକୁ ଚାହୁଁଥିଲେ । ତେଣୁ ତାଙ୍କୁ ଆଉ ଗୋଟିଏ ଅବତାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା...
ଦେବାଳୟରେ ପ୍ରବେଶ ପୂର୍ବରୁ ସାଲବେଗଟିର ଜାତି ଧର୍ମ,ବର୍ଣ୍ଣ, ସ୍ଥାନ, କୁଳ, ଗୋତ୍ର ଚିହ୍ନଟ କରିବାର ଅଧିକାର ତୁମକୁ କିଏ ଦେଲା ?
ଗୋଟିଏ ମୁଠାରେ ମୋ କୃପାରୁ ଇହଲୋକ ଓ ପରଲୋକର ସବୁ ସମ୍ପତ୍ତି ବନ୍ଧୁଙ୍କୁ ମିଳିସାରିଛି ।
ତୁମେ ବୁଢ଼ାବୁଢ଼ୀ ହେବା ପର୍ଯ୍ୟନ୍ତ ପୁତ୍ର ନଥିଲା ବୋଲି କେତେ କଷ୍ଟରେ ଥିଲ । ମୋତେ ପାଇ ଆନନ୍ଦ ହେଲ । ସେହିପରି ଅପୁତ୍ରିକ ଦୁଃଖୀ ବୁଢ଼ୀଟି ଯଦି ମୋ...
ଆପଣଙ୍କ ମତାମତ