ମୋର ଯାହା ମନେହୁଏ ଏହି ବଜେଟ୍ର ଅଧା ବ୍ୟୟ ମାଗଣାଖିଆଙ୍କ ପେଟରେ ପଶିଯିବ ।
ସମାଜ ପାଇଁ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ରହିଛି । ତେଣୁ ପ୍ରତିବାଦର ସ୍ୱର ଉଠିବା ଆବଶ୍ୟକ ।
ସେ ଅଧିକାରରେ ଭକ୍ତ ପ୍ରତିବାଦ କରିବା ଶିଖୁ ନହେଲେ ମହାପ୍ରଭୁ ମଧ୍ୟ ନୀରବିଯିବେ । କାରଣ କର୍ମଣ୍ୟେବାଧିକାରସ୍ତେ ମାଫଳେଷୁ କଦାଚନ ।
ନିଷ୍ଠାପର ଓ ନୈତିକ ଭାବେ,କର୍ତ୍ତବ୍ୟନିଷ୍ଠ ହୋଇ, ପୂର୍ଣ୍ଣ ସଚ୍ଚୋଟତାର ସହ କାମ କଲେ ତାହାହିଁ ଆମର ପ୍ରକୃତ ଦେଶଭକ୍ତି ବୋଲି ସାବ୍ୟସ୍ତ ହେବ ଏବଂ ଦେଶ ଉନ୍ନତିର ପଥରେ ଆଗକୁ...
ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ଯୈ ନମସ୍ତସ୍ଯୈ ନମସ୍ତସ୍ଯୈ ନମୋ ନମଃ।
ତିନିଜଣ ସଂରକ୍ଷଣକାରୀଙ୍କର ପ୍ରାୟ ୨୦୦ ଘଣ୍ଟାର କଷ୍ଟସାଧ୍ୟ କାମ ପରେ ବିଗ୍ରହ ଗୁଡିକର ରୂପ ସଜ୍ଜା ପୁଣିଥରେ ପୂର୍ବପରି ହୋଇଥିଲା । ଏଥିରେ ଅତ୍ୟାଧୁନିକ ସଂରକ୍ଷଣ ଟେକ୍ନିକ୍ସବୁର ଉପଯୋଗ ହୋଇଥିଲା...
ବେଦଜ୍ଞ ମର୍ତ୍ତ୍ୟରେ ଭଗବାନଙ୍କର ସପ୍ତସତୀ ଚଣ୍ଡିପାଠର ନିଦାନରେ ଗଗନ ପବନ ମୂଖରିତ ।
ମୁଁ ପଢିଥିବା ସରକାରୀ ସ୍କୁଲରେ ମୋ ପୁଅ ବି ପଢିଛି, ନାତି ନାତୁଣୀ ବି ପଢୁଛନ୍ତି , ଏମିତି ହେଲେ ବୋଧେ ଆମ ଗର୍ବଟା ବହୁଗୁଣିତ ହୋଇଯିବା ସହିତ ସରକାରୀ...
ସୂକ୍ଷ୍ମ ଅନୁଧ୍ଯାନ କଲେ ଜଣାଯାଏ ଆମ ଅଜାଣତରେ ମଧ୍ଯ ଆଜିର ଏହି ଅପଭ୍ରଂଶ ପରମ୍ପରାଗତ ଦୀପାବଳୀ ଉଜ୍ଜୀବିତ କରି ରଖିପାରିଛି ମାନବତ୍ବର ଅନେକ ମୂଲ୍ଯବୋଧକୁ।
ତେବେ ଏସବୁ ବିଷୟକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ଏହି ଏକ୍ମୋ ଚିକିତ୍ସା ଖୁବ୍ ବ୍ୟୟ ବହୁଳ ଆଉ ଏଥିପାଇଁ ସର୍ବନିମ୍ନ ଆବଶ୍ୟକତା ହେଇଛି ଦେଢକୋଟିରୁ ଉର୍ଦ୍ଧ୍ବ ଟଙ୍କା
ଆପଣଙ୍କ ମତାମତ