ଲୋକଙ୍କ ବିଶ୍ୱାସ ମଣିଷର ବଞ୍ଚିବା ନିର୍ଭର କରେ ଈଶ୍ୱରଙ୍କ ଇଚ୍ଛା ଉପରେ । ରୋଗୀର ବଞ୍ଚିବା ନିର୍ଭର କରେ ଡାକ୍ତରଙ୍କ ଚିକିତ୍ସା ଉପରେ । ସେଇଥିପାଇଁ ବୋଧହୁଏ ଡାକ୍ତରମାନଙ୍କୁ ଦ୍ୱିତୀୟ...
ବ୍ୟକ୍ତିଗତ ଦୁର୍ବଳତା ଓ ସବଳତାକୁ ନେଇ ତାଙ୍କ ଜୀବନର ବକ୍ରିଳ ଗତିପଥ କେତେବେଳେ ନାନାବିଧି ସମ୍ମାନ ଓ ପ୍ରଶଂସାରେ ପୁଷ୍ପିତ ପୁଣି କେତେବେଳେ ପ୍ରତ୍ୟାଖ୍ୟାନ ଓ ପ୍ରବଞ୍ଚନାରେ ଅଶୋଭିତ ।
ଯଦି ସମାଜ ବ୍ୟବସ୍ଥାରେ ପିତା ପୁତ୍ର ପାଇଁ ଧନ ଛାଡ଼ି ଯିବା ଠିକ୍ ନୁହେଁ, ପୁତ୍ର ନିଜେ କର୍ମ କରି ଧନ ରୋଜଗାର କରିବା ପାଇଁ ନିୟମ ରହିବ ତେବେ...
ମହାନଦୀ ଶୁଷ୍କ ହୋଇଗଲେ ଓଡିଶାବାସୀଙ୍କର ଜୀବନ ବିପନ୍ନ ହୋଇଉଠିବ ତଥା ଓଡିଶାର ପ୍ରଗତୀ ଓ ସମୃଦ୍ଧିରେ ବାଧା ଓ ପ୍ରତିବନ୍ଧକ ମାନ ସୃଷ୍ଟି ହେବ ।
ଗଣତନ୍ତ୍ରର ପବିତ୍ରତା ରକ୍ଷାକରି କାହାରି ଅର୍ଥବଳ, ବାହୁବଳ, ପ୍ରତିଶୃତି, ପ୍ରଲୋଭନ ତଥା ଧମକ ଚମକରେ ପ୍ରଭାବିତ ନ ହୋଇ ନିର୍ଭୀକ ମତଦେଇ ଭୋଟଦାନ କାର୍ଯ୍ୟରେ ସାମିଲ ହେବା ।
ଯେ ପର୍ଯ୍ୟନ୍ତ ଭୂମିରୁ କୌଶଳ ପ୍ରୟୋଗ ଦ୍ୱାରା ଶସ୍ୟୋତ୍ପାଦିତ ହୋଇନଥାଏ, ସେ ପର୍ଯ୍ୟନ୍ତ ମନୁଷ୍ୟକୁ ବହୁତ କଷ୍ଟରେ କାଳାତିପାତ କରିବାକୁ ହୁଏ ।
ଏପରିକି ଈଶ୍ୱର ତୁମକୁ ମଧ୍ୟ ଅବହେଳା କରିଛନ୍ତି । ପ୍ରସିଦ୍ଧ ଦଶ ଅବତାରଙ୍କ ମଧରୁ ସେହି ଈଶ୍ୱର କୌଣସି ନାରୀରୂପରେ ଅବତାର ଗ୍ରହଣ କରି ନାହାନ୍ତି ।
ଯୁଦ୍ଧ କରିବା ତୁମ୍ଭର କର୍ତ୍ତବ୍ୟ । ବାସ୍ ସେହି ପର୍ଯ୍ୟନ୍ତ । ଆଉ କାହିଁରେ ତମର ଅଧିକାର ନାହିଁ । ଯୁଦ୍ଧରେ ଜୟଲାଭ କର ଅଥବା ପରାଜିତ ହୁଅ, ରାଜ୍ୟଲାଭ...
ଭାବୁଥିଲା ତା'ହେଲେ ପରିବେଶର ମାଧୁରିମା ଅସରନ୍ତି ସୁଖ ଶାନ୍ତି ଦେଇପାରେ, ମନକୁ ପ୍ରଫୁଲ୍ଲିତ କରିପାରେ ଓ ହୃଦୟ ତନ୍ତ୍ରୀରେ ବୀଣାର ରିମ୍ଝିମ୍ ଝଙ୍କାର ସୃଷ୍ଟି କରିପାରେ ।
ଜାପାନୀମାନଙ୍କ ଦୁଃଖ ଦୁର୍ଦ୍ଦଶା ମୋଚନ କରିବା ପାଇଁ ଭାରତରେ ସେହିଭଳି ପୂଜାର୍ଚ୍ଚନା କୁଆଡ଼େ ଅନୁଷ୍ଠିତ ହୋଇ ନଥିଲା । ଅଥଚ ଆମେ ଗର୍ବର ସହ କହୁ ବିଶ୍ୱ ହିତେ ହିନ୍ଦୁ...
ଆପଣଙ୍କ ମତାମତ