ଯେଉଁ ସମୟରେ ଓଡ଼ିଶାର ସମୁଦାୟ ଷୋହଳ ଅଣା ମଣିଷରୁ ବାରଅଣା ମଣିଷ ଅଶିକ୍ଷା ଓ ଅଜ୍ଞାନତାର ଅନ୍ଧକାର ମଧ୍ୟରେ କାଳ ଅତିବାହିତ କରୁଥିଲେ, ସେହି ସମୟରେ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା...
ନ୍ୟୁଜିଲ୍ୟାଣ୍ଡ୍ର ଏଡ଼ମଣ୍ଡ୍ ହିଲାରୀ ଏବଂ ନେପାଳର ସେର୍ପା ତେନଜିଂ ନୋର୍ଗେ କୋଳେଇ ନେଇଥିଲେ ତୁମକୁ
ଆମେ ଏଡ଼େ ଲୁଚି ରହିବାକୁ ପଛଆଡ଼େ କହିବାକୁ କାହିଁକି ଭଲ ପାଉଁ କେଜାଣି । ଏ ନୂଆବୋହୂ ଢଙ୍ଗ ଓଡ଼ିଶାର ପ୍ରକୃତରେ ଗୋଟିଏ ସାହିତ୍ୟିକ ଶୋଭା ।
କୌଣସି ମନ୍ତ୍ରୀ ବା ରାଜନୈତିକ ନେତା ହିଁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହୁଅନ୍ତି । ସେମାନେ ଆସିଲେ ସଭାର ଶ୍ରୋତା ସଂଖ୍ୟା ବଢେ଼ । ମୁଖ୍ୟ ବକ୍ତା କେବଳ...
ଯେଉଁ ପତ୍ରିକା ଯେତେ ସଫଳ ଭାବରେ ଏହି ତ୍ରିକୋଣୀୟ ଭୂମି ମଧ୍ୟରେ ସହବସ୍ଥାନ ରକ୍ଷା କରିଥାଏ, ସେହି ପତ୍ରିକା ସେତିକି କାଳ ବଞ୍ଚିଥାଏ । ଅନ୍ୟଥା ପତ୍ରିକା ଜଗତର ମୁଦ୍ରିତ...
ତା'ର ଏତେ କୋଠାବାଡ଼ି, ଧନ ସମ୍ପତ୍ତି ଅଛି, ମୋ ଏତେ ନାହିଁ, ମୋର କେମିତି ତା' ଅପେକ୍ଷା ଅଧିକ ହେବ । ଏହିପରି ଭାବନା ତ୍ୟାଗ କର । ଏହାକୁ...
ପୃଥିବୀକୁ ଏକକ ପରିବାର ଦୃଷ୍ଟିରେ ଦେଖିବା ତୁମର ମାନବୋଚିତ ଧର୍ମ । ଏ ଦାୟିତ୍ୱକୁ ଏଡ଼ାଇ ଦେବା ପାପ ।
ଏହି ଅର୍ଥରେ କୌଣସି ରାଷ୍ଟ୍ର ଧର୍ମନିରପେକ୍ଷ ହୋଇପାରିବ ନାହିଁ, ସମ୍ପ୍ରଦାୟ ନିରପେକ୍ଷ ହୋଇପାରିବ । ସେ ଯାହାହେଉ ସମ୍ପ୍ରତି ଭାରତୀୟ ରାଜନୀତିରେ ଏହି ଧର୍ମନିରପେକ୍ଷତାକୁ ନେଇ ପ୍ରଚଣ୍ଡ ବାଦାନୁବାଦ ଚାଲିଛି...
ମୁଦ୍ରିତ ଗଣମାଧ୍ୟମର ବିକାଶ ଓ ପ୍ରସାର ସହିତ ପ୍ରକାଶ କରିବାର ସ୍ୱାଧୀନତା ବା ଲେଖିବାର ସ୍ୱାଧୀନତା ପ୍ରସଙ୍ଗଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
ଝିଅ ଜନମ ଚୂଲି ମୁହଁକୁ ଯେମିତି ନୁହେଁ, ସେମିତି କାଠ ଜନମ ଚୂଲି ଭିତରକୁ ନୁହେଁ ।
ଆପଣଙ୍କ ମତାମତ