ସମୟ ସରିନି ମୋର ତାରା ବି ଆଙ୍କିବି ଜହ୍ନବି ଆଙ୍କିବି ମୁଁ ଖାଲି ଅପେକ୍ଷା କରିଛି ରାତିର ଅନ୍ଧାରକୁ ।
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ