ତୁମେ ଅଛ ମୋ ସମୀପେ ମୁଁ ତୁମ ନୟନେ ନୟନେ ବୁଡି ଯାଇ ମିଶେ ତୁମରି ସ୍ପନ୍ଦନେ ।
ତୁମ ତଳ କର୍ମଚାରୀ ସ୍ଥିତି ଦେଖି ନିୟମ କରୁଛ ତାଙ୍କ ପ୍ରତିଭାକୁ ଉପେକ୍ଷି । ଆସିବ ସେ ବେଳ ନଥିବ ଏ ବଳ କରୁଥିବା କର୍ମ ତୁମ ଦେଖାଯିବ ଛଳ...
ଟ୍ୟୁସନ କରି ଦରମା ମିଳେ ସେଇ ଟଙ୍କା ରେ ଘର ନ ଚଳେ । ପରିବା ର ଦର ଆକାଶ ଛୁଆଁ କିପରି ବଞ୍ଚିବି ହୁଏ ଛାନିଆ ।
ଆପଣଙ୍କ ମତାମତ