ସବୁ ପଦରେ ଭୂଲ୍ ! ସବୁ ଅକ୍ଷର ନାଚୁଥାଏ ଫିଲ୍ମ୍ ପରି ଦେଖୁଥାଏ ବୁଜା ଆଖିପତା ଭିତରେ ପାହୁଥାଏ ରାତି।
ମନ ମଉସୁମୀ ମଉନେ ମଉନେ ଛୁଇଁ ଯାଏ ଚଉପାଶ ଜଳଧାରା କଳକଳ ବହିଯାଏ ଫିଟିପଡେ ଝୀନବାସ ।।
ଏବେ ତ ସଂସାର ର ଅମୃତ ପରଶ ବିଷ ପାଲଟିଛି ମାୟାମୟ ମମତାର ଯାଦୁକାରୀ ମାୟାରେ ସବୁ ଓଲଟ ପାଲଟ ହେଉଛି ।
ଆପଣା ମନର କଥା ମାନ ବୁଝିବାରେ ଯଦି ଯାଏ ଦିନ ସମୟ ସରିବ ମନ ଦଵିଯିବ ଜୀବନ ହୋଇବ ଅଗ୍ନି ବନ ।।
ଆପଣଙ୍କ ମତାମତ