ପ୍ରକୃତ ସତ୍ୟ ବୁଝିବାବେଳକୁ ବିଳମ୍ବ ହୋଇସାରିଥାଏ । ତେଣୁ ମଣିଷ ରୂପେ ଶ୍ରେଷ୍ଠତା ବଜାୟ ରଖି ବାସ୍ତବତାକୁ ଗୁରୁତ୍ୱ ଦେଇ ଜୀବନକୁ ସୁନିୟନ୍ତ୍ରିତ କରାଯାଇପାରିବ ।
ପ୍ରତ୍ୟେକ ସଜୀବ ନିର୍ଜୀବର କୌଣସି କାରଣ ପାଇଁ ସୃଷ୍ଟି ହୋଇଥାଏ । ତେଣୁ ସୃଷ୍ଟିରେ ସମସ୍ତଙ୍କର ବିଶେଷତା ରହିଥିବାରୁ କାହାକୁ ତାତ୍ସଲ୍ୟ ବା ଅପମାନିତ କରିବା ଅନୁଚିତ୍ ।
ବୃକ୍ଷଲତାଙ୍କ ସମେତ ଜୀବଜନ୍ତୁ, ଜଡଚେତନ କୌଣସି ନା କୌଣସି କାରଣ ପାଇଁ ସୃଷ୍ଟି ହୋଇଛନ୍ତି । ଏହାର ସଦୁପଯୋଗ କରି ପ୍ରକୃତିର ସନ୍ତୁଳନ ବଜାୟ ରଖିବା ଆମମାନଙ୍କ କର୍ତ୍ତବ୍ୟ
ଧୈର୍ଯ୍ୟହରା ହେବା ଅନୁଚିତ୍ ।
ଆପଣଙ୍କ ମତାମତ