ସୁଶୀଲ କୁମାର ଛାଟୋଇ

ସୁଶୀଲ କୁମାର ଛାଟୋଇ

ଜନ୍ମ - ୨୦/୦୬/୧୯୯୬ । ଜନ୍ମସ୍ଥାନ - ଦରଖାପାଟଣା, କଲ୍ୟାଣୀନଗର, କଟକ-୧୩ । ଶିକ୍ଷାଗତ ଯୋଗ୍ୟତା - ବାଣିଜ୍ୟ ସ୍ନାତକ (ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ) । ବୃତ୍ତି - ଡାକସେବକ, ବଲାଙ୍ଗିର ସର୍ଟିଙ୍ଗ୍ ଅଫିସ୍, ଭାରତ ସରକାର । ପିଲାବେଳୁ ଲେଖା ଲେଖିରେ ଆଗ୍ରହ ଥିଲା। ବିଭିନ୍ନ ଖବରକାଗଜରେ ମୋ ଲେଖା ପ୍ରକାଶ ପାଏ। ଖାଲି ସମୟରେ ଯାହା କିଛି ମନକୁ ଆସେ ତାହାକୁ ଲେଖା ମାଧ୍ୟମରେ ପ୍ରକାଶ କରିବାକୁ ଭଲ ଲାଗେ। ଆଶା କରୁଛି ଭଗବାନ ମୋତେ ଆହୁରି ଲେଖିବାକୁ ଶକ୍ତି ଦିଅନ୍ତୁ।

Posts By ସୁଶୀଲ କୁମାର ଛାଟୋଇ

To Top