କବିତା

ପଖାଳ

Sushil Kumar Chhatoi's odia poem Pakhaala

ପଖାଳ ଭିତରେ ରାଜା
ଦହି ପଖାଳ
ଖାଦ୍ୟ ଭିତରେ ସବୁଠୁ ଆଗରେ ଥାଏ
ଯେବେ ଆସେ ଗ୍ରୀଷ୍ମକାଳ (୪)

ପଖାଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଥଣ୍ଡା ଥଣ୍ଡା ପଖାଳ
ସବୁବେଳେ ମନ ଜିଣେ
ସଞ୍ଜ ହଉ କି ସକାଳ (୧)

ପଖାଳ ସଜ ହଉ କି ବାସି
ଖାଇଲା ପରେ
ହୃଦୟରେ ଭରି ଯାଏ ଖୁସି (୨)

ସେ ଗରିବ ହଉ କି ଧନୀ
କ‍ଂସାଏ ପଖାଳ ଖାଇ
ମନ ତାର ଯାଏ ମାନି (୩)

ପଖାଳ ଭିତରେ ରାଜା
ଦହି ପଖାଳ
ଖାଦ୍ୟ ଭିତରେ ସବୁଠୁ ଆଗରେ ଥାଏ
ଯେବେ ଆସେ ଗ୍ରୀଷ୍ମକାଳ (୪)

ଡାକ୍ତର କହନ୍ତି ଖାଇଲେ ପଖାଳ
ଅଂଶୁଘାତ କେବେ କରି ପାରବ ନାହିଁ
ତୁମକୁ କବଳ (୫)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top