ତୁ ଭାତ ସାଙ୍ଗରେ ଇଏ କ'ଣ ଗୋଟେ ନୂଆ ଜିନିଷ ଖାଉଛୁ ସଜନା ? ଏମିତି ତରକାରୀ ତ ମୁଁ କେବେ ଖାଇନି । ମତେ ଟିକିଏ ଚଖା ।
ସେତେବେଳେ ଶୈଳଶ୍ରୀବିହାରରେ ବେଶୀ ଲୋକ ରହୁ ନ ଥିବାରୁ ଘର ଗୁଡାକ ସବୁ ଖାଲି ପଡି ରହୁ ଥିଲା ତେଣୁ ଭଡା ଲାଗିବାର ପ୍ରଶ୍ନ ନ ଥିଲା ।
ବୟ୍ ଟି କିଛି ନ କହି ମୁହଁକୁ ଆହୁରି ଟିକିଏ ତଳକୁ କରି ଠିଆ ହେଲା, ମୁଁ ଆହୁରି ବିରକ୍ତ ହେଲି ଆଉ ତାକୁ ଶୀଘ୍ର ସେଠାରୁ ଚାଲିଯିବା ପାଇଁ...
ଆଉ ଏଇ ଅନୁଭୂତି କୁ ସାଇତି ରଖିବା ଆବଶ୍ୟକ । କାରଣ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ କେବେ କାହାର ଗୁରୁ ହେବାକୁ ପଡେ ତ କେବେ କାହାର ଶିଷ୍ୟ...
ମୁଁ କ'ଣ ସଂସ୍କୃତ ପଢ଼ିଛି । ପୁରାଣ ପଢ଼ାରୁ ଯାହା ବୁଝୁଛି କିଛି ଗୁଣ୍ଡିଚା ଘର ଆଉ ଅଶ୍ୱମେଧ ଯଜ୍ଞ କଥା କହୁଛନ୍ତି । ତତେ କଥା ଦେଉଛି, ପାଠ...
କାକୋଲୀ ମତେ ବଙ୍ଗଳା ଶିଖିବାରେ ସାହାଯ୍ୟ କଲା । ଇଂରାଜୀ କିଏ ଶିଖାଇବ ?
ବାପା ଥରେ କହିଥିଲେ "ଷ୍ଟ୍ରଗଲ୍ ଫର ଏକ୍ଜିଷ୍ଟାନ୍ସ" ଅର୍ଥାତ୍ ନିଜକୁ ଦୃଢ଼, ପ୍ରତିଷ୍ଠିତ, ସୁସ୍ଥ, ସବଳ ରଖିବା ପାଇଁ ନିରୀହମାନଙ୍କର ନିଧନ ।
କ'ଣ ମତେ ବାପା ଭାବିଲୁ କି ? ମୁଁ ସବୁଦିନ ଭଳି ଆଜି ବି କୂଅ ମୂଳେ ଯାଇ ହାତ, ଗୋଡ଼ ଧୋଇ ଆସିବି । ଗାମୁଛାଟା ଦେଲୁ ।
ପୁରାଣ କାଳରେ ଏହି କ୍ଷେତ୍ର ପ୍ରଭାସ କ୍ଷେତ୍ର ଭାବରେ ଖ୍ୟାତ ଥିଲା । ଏଠାରେ ଶ୍ରୀକୃଷ୍ଣ ଜରା ନାମକ ଅସୁରକୁ ବଦ୍ଧ କରିଥିଲେ ।
"ନା, ଇଏ ମୋ ଉପାର୍ଜିତ ପଇସା । ସ୍କୁଲ୍ ଛାଡ଼ିବା ଦିନରୁ ବାପା ମତେ ଆଉ ହାତ ଖର୍ଚ୍ଚ ଦିଅନ୍ତିନି । ଜମା ମିଛ କହୁନି । ବାପାଙ୍କୁ ପଚାରନ୍ତୁ...
ଆପଣଙ୍କ ମତାମତ