ସ୍ୱାଇଁବାବୁ କାହ୍ନାକୁ ଧରି ତା' ଗାଲରେ ଚାରି ଛଅ ଥାପୁଡ଼ା ଖୁବ୍ ଜୋର୍ରେ ଲଦି ଦେଲେ ।
ତା' ରୁମ୍ରେ ସକାଳୁ ଲାପ୍ଟପ୍ଟା ଧରି ବସିଛି । ମନା କରିବାରୁ କବାଟ କିଳି ଦେଲା । ବସିକି ଖେଳୁଥିବ ।
ପରିଶ୍ରମ ବିନା ଉତ୍ତର ଜୀବନ ଦୁର୍ବିସହ ଆଉ କଷ୍ଟ ଦେହ ଆଉ ମନ ରୋଗଗ୍ରସ୍ତ ହୋଇ ଆପେ ହୋଇଥାଏ ନଷ୍ଟ !
ଚଳିତ ଦଶମ ବୋର୍ଡରେ ଚାରୋଟି ବିଷୟରେ ଫେଲ୍ ହୋଇ ୨୨ ପ୍ରତିଶତ ନମ୍ୱର ରଖିଛି । ସେଥିପାଇଁ ମୁଁ ଖୁବ୍ ଗର୍ବିତ । ତା' ବିଫଳତା ପାଇଁ ତାକୁ ଅଭିନନ୍ଦନ...
ମାଆ ଆପଣଙ୍କୁ ହେଲ୍ମେଟ୍ ପିନ୍ଧି ଯିବାକୁ କହିବାରୁ ବିରକ୍ତ ହେଲେ । ମୁଁ କିନ୍ତୁ ଘରୁ ହେଲ୍ମେଟ୍ ନେଇ ଦୌଡ଼ି ଯାଇ ଆପଣଙ୍କୁ ଧରାଇ ଦେଲି ।
ବିଦ୍ୟାଳୟକୁ ଟଙ୍କା ପଇସା, ସୁନା ଭଳି ମୂଲ୍ୟବାନ ପଦାର୍ଥ ନ ଆଣିବାକୁ ବୁଝାଇଲେ ।
ବାପା ଠିକ୍ କହୁଛନ୍ତି । ଆମ ଘରେ ତ ପଢ଼ିବାକୁ ଭଲ ଜାଗା ଅଛି ଏ.ସି. ଲାଗିଛି । ଏଠି ଅଯଥାରେ କାହିଁକି ପଡ଼ି ରହିଛୁ ?
କଳ କାରଖାନା ସକଳ ଜଳ ଯୋଗୁଁ ଚଳଇ, ଏହାର ବିହୁନେ ଜୀବନ ଅସମ୍ଭବ ଅଟଇ ।
ତା' ଡାଳେ କୋରଡେ଼ ନିଅନ୍ତି ଆଶ୍ରୟ କେତେ ପକ୍ଷୀ ସରୀସୃପ, ଫୁଲ ଫଳ ମଧ୍ୟେ ଘୂରି ବୁଲୁଥାନ୍ତି ଶୁଆ ଗୁଣ୍ଡୁଚି ମଧୁପ ।
ବଣ ବୁଦା ଡାଳେ ଗୁପତେ କୋଇଲି ଡାକିଥାଏ କୁହୁତାନେ, ସୋରିଷ ଫୁଲର ଲହଡ଼ି ମଧ୍ୟରେ ଭାସେ କୃଷକ ସପନେ ।
ଆପଣଙ୍କ ମତାମତ