ତମେ ଗଲା ପରେ ମିଠା ମିଠା ବାସ୍ନା ଚାଲିଯାଏ ଥମି ଯାଏ କୋଇଲିର ସୁର ଅତି ଆପଣାର ବୋଲି ବାରମ୍ବାର ସୁଚଉ ଥିବା ତୁମର ସେ ଗେହ୍ଲା ଗେହ୍ଲା ହସ...
ସଂସାରର ବୈତରଣୀ ପାର କରିବାକୁ ଦୁଃଖର ଡଙ୍ଗା ଏକମାତ୍ର ଭରଷା ।
ତମ ଗାଁ ନଇ ପଠା କାଶତଣ୍ଡି ଫୁଲ ଶରତର ତୋଫା ଜହ୍ନ ଭାରି ମନେ ପଡେ ।
କଦମ୍ବ ତ ନିତି ନିତି ମୋତେ ପଚାରୁଚି ଜମୁନା ବି ତମକୁ ଖୋଜୁଚି ତମେ ନାହଁ ବୋଲି ବୋଲି ବଂଶି ମୋର ରୁଷିକି ମଉନେ ବସିଚି ରାଧା ଗୋ ତମେ...
ତୁ ତ ମାୟା ନିର୍ମାୟା, ପର ଆପଣା ସ୍ୱାର୍ଥ ନିସ୍ୱାର୍ଥର ଗୋଳିଆ ପାଣିରେ ଉବୁଟୁବୁ, କେବେ ପୁଣି ପାଣି ଭଅଁରରେ ଚକ୍କର କାଟୁଚୁ।
ତାର ପଣତ କାନିରେ ମୋ ମୁହଁ ପୋଛୁ ପୋଛୁ କେତେ ପ୍ରଶ୍ନ କରିଯାନ୍ତା ।
ଝିଅ ମୋର ଖିଲି ଖିଲି ହସି ଦେଲା ଯେତେ ବେଳେ ତାକୁ ମୋ କୋଳର ସାମ୍ରାଜ୍ୟ ମିଳିଲା ।
ଆପଣଙ୍କ ମତାମତ