ବହିରୁ ମୁହଁ ଉଠେଇ, ଚଷମା ଫାଙ୍କରୁ, ଥରେ ଚା କପ୍ କୁ, ପୁଣି ତାଙ୍କ ମୁହଁକୁ ଚାହିଁଲି ।
ମନେ ପଡି ଯାଏ, ପାଣି ବୋହି ଯାଏ, ଗାଆଁ ମଝି ଦାଣ୍ଡେ ନଇ ବଢି ପରି, ପିଣ୍ଡାରେ ବସି ବଡ ଭାଇ ସଙ୍ଗେ, କାଗଜର ଡଙ୍ଗା ଭସାଇ ଦିଏ ଖରସୁଆଁ...
ଚାହିଁଛି ତା ପଥ, କଥା ଦେଇ ଥିଲା, ଆସିବ ନିଦାଘ ଶେଷେ, କଳା ବାଦଲର ଶାଢିରେ ଶଜାଇ ଲାଜୁକି ପ୍ରିୟା ମୋ, ନହୁଲି ବଧୁର ବେଶେ ।
ତୁମରି ଟିକିଏ ହସର, ସାତ ରଙ୍ଗି ଇନ୍ଦ୍ରଧନୁ ଛଟା, ରଙ୍ଗ ଭରି ଗଲା, ଏଇ ମୋର ନିସଙ୍ଗ ଜୀବନରେ ।
ତୁମ ବିନା ମୋ କଳ୍ପନା କୁହ ହୁଅନ୍ତା କେମିତି । ଜଳ ଶୂନ୍ୟ ନଦୀ ପରି, ବାସ ହୀନ ଫୁଲ ସରି, ଶବ୍ଦ ବିନା ମୋ କବିତା ସୁର ବିନା...
ସେତେବେଳେ; ତୁମେ ମୋର ଆହୁରି ଅନ୍ତରଙ୍ଗ ହୋଇଉଠ, ଏବଂ ତୁମରି ବିନା, ଏ ଜୀବନର ମାନେ କିଛି ବି ନଥାଏ ।
ଝରି ଗଲା କେତେ ଜଳ ଗର୍ଭବତୀ ଆକାଶ କୁକ୍ଷିରୁ, ଭାଙ୍ଗି ଗଲା କେତେ ମନ ଅସହିଷ୍ଣୁ ଦୁନିଆ ଦାଉରୁ ।
ଖୋଜିବାର ଅନ୍ତ ନାହିଁ ଏଠି, ପାଇବାର ବି, ନ ପାଇବାର ଅନେକ ଅଭେଦ୍ୟ ଦୁର୍ଗ, ଦୁର୍ଗମ ଅନେକ କାମନା, ତଥାପି ମଣିଷ ଖୋଜି ବସେ, ଅନ୍ତ ହୀନ ଦୁଃଖର ସମୁଦ୍ର...
ସେତିକି ବେଳେ ଦମକାଏ ହେମାଳ ପବନ ଏ ମନକୁ ଚହଲାଇ ଦିଏ ଛାତି ତଳେ କମ୍ପନ ଜଗାଏ କାହାର ଉଷୁମ ପରଶ ପାଇଁ ବାହୁନି ଉଠଇ ଏଇ ମୋର ମନ,...
ଆପଣଙ୍କ ମତାମତ