ଆୟତ୍ତରୁ ବାହାରକୁ ଚାଲିଯାଏ ଭଅଁରର କ୍ରୋଧ । ଖିନ୍ଭିନ୍କରିପକାଏ ସେ ଗୋଲାପର ପ୍ରତିଟି ସୁନ୍ଦର ପାଖୁଡା ଗୁଡାକୁ ।
ମୁଁ ଠିଆ ହୋଇ ଚାହିଁ ରହିଥାଏ ସେ ମୋ ଦୃଷ୍ଟି ଆଢୁଆଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ।
ନିଜକୁ ଭଗବାନ କହୁଥିଲୁ ତୁ, ମୋ ଆଖିରେ ଆଙ୍ଗୁଠି ଠେସି । ତୁଚ୍ଛା ଆଶୀର୍ବାଦ ନେଉଥିଲି ମୁଁ, ତୋ ପାଦକୁ ମଥାରେ ଘଷି ।।
ସବୁକିଛି ସାଇତି ହୋଇଥିଲା ସ୍ମୃତିର ଗନ୍ତାଘରେ... କିଛି ମନେ ନ ଥିଲା । ୧୧
ସମୟ ବି ଟିକେ ଧିମେଇ ଯାଇଥାଏ, ଆଖିରେ ଆଖିଏ ସ୍ୱପ୍ନ ନେଇ ସେ ଠିଆ ହୋଇଥାଏ, ହାତରେ ଲାଲ୍ ଗୋଲାପଟେ ହାତରେ ଧରି ମୁଁ ତା ପାଖକୁ ଯାଏ, ଛାତିରେ...
ଅଙ୍ଗାରକାମ୍ଳ ମାଡିବସିଥାଏ, ଅମ୍ଳଜାନର ସ୍ଥାନ ଅକାଳ ବାର୍ଦ୍ଧକ୍ୟ ନେଇଯାଏ, ନୀରିହ ଯୌବନ ୧
ଆପଣଙ୍କ ମତାମତ