ମୋ ପରି ଭିଖାରୁଣୀର ସାଧ୍ୟ କାଇଁ ଚୁଡ଼ି, ହାର କି ମଥାମଣିରେ ଖଞ୍ଜିବ !
ତୁମେ ଗଲାପରେ ଭଲ ଲାଗେନାହିଁ କାହାରି ପଦଟେ କଥା, ମନର ମଇନା ଖୋଜୁଥାଏ ସଦା ତୁମରି ସ୍ନେହ ମମତା ।
ବତୀଘର ଏବେବି କହେ ସେ ଦିନର କଥା ସେ କାନ୍ଦିଥିଲା ବହୁତ କାନ୍ଦିଥିଲା ତା' ସହ କିନ୍ତୁ ସମୁଦ୍ର, ଆକାଶ, ଜହର୍କି କେହି କାନ୍ଦିଲେନି ।
ସହସ୍ର ସ୍ୱପ୍ନର ମହଲଡ଼େଇଁ କେବେ ପହଞ୍ଚିଲେ ଖୋଲା ବହିଟେ ପରି ଢଳଢଳ ହେଉଥାଏ ଆୟତ ନୟନ, ପୃଷ୍ଠା ପରେ ପୃଷ୍ଠା ପଢ଼ିହୁଏ ନିଶ୍ୱାସରେ ବହୁଦୂରେ ମାୟାର ଅଞ୍ଜନ ।
କିଏ ସେ ଦେଇଛି ଆକାଶରେ ରବି ତାରକା ଫୁଲର ରାତି, କାହାପାଇଁ ଏହି ମଣିଷ ଜାତି କର୍ମରେ ଯାଏ ମାତି ।୨।
ତା'ଧୂଳିକୋଳ, କେତେ କୋମଳ, ମୃଦୁପବନ ଶୀତଳ ଜଳ, ଜାତି ଜାତିକା ମଧୁର ଫଳ, ଶରିର ମଧ୍ୟେ ଦେଇଛି ବଳ, ପାହାଡ଼ବଣ, ରଙ୍ଗିନ୍ ଫୁଲ, ମନକୁ ଦିଏ ମୋହିରେ ସେହି ମୋ...
ସ୍ମିତହାସ୍ୟଟିଏ ଫୁଟି ଉଠିଥିଲା ମୋ ମୁହଁରେ ଛବିଟା ବି ଜୀବନ୍ତ ହୋଇ ଉଠିଥିଲା ସେ ଆଖିର ଚମକରେ ଚମକି ଯାଉଥିଲା ଛବିଟା ଆସ୍ତେ ଆସ୍ତେ ମୁଁ ଆଉ ଛବିଟାକୁ ଅନେଇଲିନି
ସାମ୍ନାରେ ତ .... କେବଳ, ଉଚ୍ଚ ପରବତ, ଆଉ...., ଲୋମ ଟାଙ୍କୁରା, ସୁଲୁସୁଲିଆ ପବନ ।
ସମୟ ପରି ବହି ଯାଇଚ ବୋଲି ଦୂରକୁ, ଅନେକ ଦୂରକୁ କହିବି ନାହିଁ ତମେ ପାଣିର ଧାର ।
ହଜିଲା ଦିନକୁ ଖୋଜି ବସିଲି ମୁଁ ସ୍ମୃତି ଭିଜା ବରଷାରେ ପ୍ରତିଧ୍ୱନି ଛଳେ ବରଷା ଶବଦ ଆନମନା ମତେ କରେ ।
ଆପଣଙ୍କ ମତାମତ