ଅପା ! ତୁ ଯଦି ମ୍ୟାଟ୍ରିକ୍ ଫେଲ୍ ମଟର ମେକାନିକ୍କୁ ବାହା ହୋଇ ଯାଉ - ତା'ହେଲେ ମୁଁ ଆଉ କଲେଜ୍ରେ ସାଙ୍ଗସାଥୀମାନଙ୍କ ପାଖରେ ମୁହଁ ଦେଖାଇପାରିବି ନାହିଁ ।
ଯୋଉଥି ପାଇଁ ଆମ ଘରଣୀ ରାଣୀଟା ପାଖରୁ ନୀତି ଶୁଣିବାକୁ ପଡେ ଦୁଇଚାରିଟା କଡା ମସଲା ଲଗା ଡାଇଲକ ତା ପୁଣି ସକାଳ ଆଉ ସଂଜରେ ସତେକି ମେଡ଼ିସିନ ଡୋଜ...
ତିନୋଟି ମିନି ଗଳ୍ପ
ରାକ୍ଷସ-ଜାତିର ଭୂମିକା ମଣିଷ ଅଧିକ ସଫଳ ଭାବରେ ତୁଲାଇବା ଦୃଷ୍ଟିରୁ ସେ ଜାତିର ଅସ୍ତିତ୍ୱ ରହିବ ନାହିଁ ।
ତା’ ସ୍ୱାମୀ ତ ବାହାରେ କୁଆଡେ ରହୁଥିଲା ଯେ ମଝିରେ ମଝିରେ ତା ପାଖକୁ ଆସୁଥିଲା ହେଲେ ତା ଘରକୁ ଆଉ ଗୋଟେ ଟୋକା କିଏ ସବୁ ବେଳେ ଯିବା...
ସେତେବେଳେ ପାଞ୍ଚହଜାର ଟଙ୍କାର ଦରମାରେ ଯେମିତି ଚାଲୁଥିଲା ଘର ଆଜିବି ପଚାଶ ହଜାର ଘରକୁ ଆସିଲେ ସେଇ ଏକାକଥା । ଯେଡେ ବାଉଁଶ ସେଡ଼େ ପୋଲ ।
କ'ଣ କହିବ, ଶୀଘ୍ର କୁହ । ଥଣ୍ଡା ଧରିବ । ଆଉ କ'ଣ ଆଗ ବୟସ ଅଛି ଯେ- ମୁଁ ଆମ କଇଁ ପୋଖରୀକୁ ଦି'ଭାଗ କରି ପହଁରୁଥିବି. ....
ମାଆଙ୍କ ରାଗ ଦେଖି ଟିକିନା କିଛି ନ କହି ଯିବାକୁ ପ୍ରସ୍ତୁତ ହେଲା ।
ପୋଡ଼ି ଖାଇବାକୁ ଇଚ୍ଛା ହେଲା । ଡାଳ କିଛି ଉପାଡ଼ି ଆଣି ଖୁଣ୍ଟ ପାଖରେ ରଖିଲା ।
ସୁବଳ ସାନ୍ତରା ଚଅଁର ହଲାଇ ନାଚ ଆରମ୍ଭ କରେ- କିଏ ହେବ ମା' ମୋର କିଏ ହେବ ଖୁଡ଼ୀ, ହୁଳହୁଳି ନ ଦେଲେ ଲୋ' ହେବ ଆଣ୍ଠୁକୁଡ଼ୀ ।
ଆପଣଙ୍କ ମତାମତ